ରାଜକୀୟ ସମ୍ମାନ ସହ ରତନ ଟାଟାଙ୍କୁ ଦିଆଯିବ ଅନ୍ତିମ ବିଦାୟ । ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ପାର୍ଥୀବ ଶରୀର ଦର୍ଶନ । ଅନ୍ତିମ ବିଦାୟ କାର୍ଯ୍ୟକ୍ରମରେ ସାମିଲ ହେବେ ଗୃହମନ୍ତ୍ରୀ ଅମିତ ଶାହ ।