ଭାରତୀୟ ରେଲୱେକୁ ବୋମାରେ ଉଡାଇବାକୁ ମିଳିଲା ଧମକ

ନୂଆଦିଲ୍ଲୀ: ଭାରତୀୟ ରେଲୱେକୁ ବୋମାରେ ଉଡାଇବାକୁ ମିଳିଲା ଧମକ । ପାକିସ୍ତାନର ଆତଙ୍କବାଦୀ ଫରହାତୁଲ୍ଲା ଘୋରୀ ଏକ ଭିଡିଓ ପୋଷ୍ଟ କରି ସିଧାସଳଖ ଧମକ ଦେଇଛନ୍ତି । ଯାହା ପରେ ସଜାଗ ହୋଇପଡିଛି ଗୁଇନ୍ଦା ବିଭାଗ ।

Train Attacks

ଏକା ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ, ପାକିସ୍ତାନରେ ଲୁଚି ରହିଥିବା ଆତଙ୍କବାଦୀ ଫରହାତୁଲ୍ଲା ଘୋରୀ ଆଇଏସ୍‌ଆଇର ସ୍ଲିପର୍‌ ସେଲ୍‌ ସହାୟତର ଭାରତ ରେଲଓ୍ୱେ ନେଟ୍‌ଓ୍ୱର୍କକୁ ଟ୍ରାକ୍‌ରୁ ଖସାଇବାକୁ ଯୋଜନା କରୁଛି । ଏନେଇ ଘୋରୀ ଏକ ଭିଡିଓ ମେସେଜ ଜାରି କରି ସାରା ଦେଶର ଟ୍ରେନ୍‌ରେ ବୋମା ବିସ୍ଫୋରଣ କରିବାକୁ ଧମକ ଦେଇଛି।

ସେ ଆହୁରି ଧମକ ଦେଇଛି ଯେ, ଭାରତରେ ଗ୍ୟାସ୍ ଓ ପେଟ୍ରୋଲ ପାଇପ୍ ଲାଇନକୁ ମଧ୍ୟ ବିସ୍ଫୋରଣ କରି ଉଡାଇ ଦେବାକୁ ପାକିସ୍ତାନୀ ଆତଙ୍କବାଦୀ ଧମକ ଦେଇଛି । ସେହିପରି ତା ଟାର୍ଗେଟରେ ଅନେକ ହିନ୍ଦୁ ନେତା ରହିଛନ୍ତି ବୋଲି ସୂଚନା ରହିଛି । ତେବେ ଫରହାତୁଲ୍ଲା ଘୋରୀ ତିନି ସପ୍ତାହ ପୂର୍ବରୁ ଟ୍ରେଲିଗ୍ରାମରେ ଏହି ଭିଡିଓ ପୋଷ୍ଟ କରଥିବା ନେଇ ଗୁପ୍ତଚର ଏଜେନ୍ସି ସୂତ୍ରରୁ ପ୍ରକାଶ ପାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+