Get Updates
Get notified of breaking news, exclusive insights, and must-see stories!

ରାମଲାଲାଙ୍କ ସୂର୍ଯ୍ୟ ତିଲକ: ୪ ମିନିଟ ଯାଏଁ ପ୍ରଭୁ ରାମଙ୍କ ମଥା ଉପରେ ପଡିଲା ସୂର୍ଯ୍ୟ କିରଣ

Ram Mandir Surya Tilak: ଆଜି ରାମ ନବମୀ ପାଇଁ ସାରା ଦେଶର ଉତ୍ସାହର ମାହୋଲ ରହିଛି । ଦିନ ୧୨ଟାରେ ପ୍ରଭୁ ରାମଙ୍କ ଜନ୍ମ ଉତ୍ସବ ପାଳନ କରାଯାଇଛି । ଆଉ ଏହି ସୁନ୍ଦର ଦିନ ଅବସରରେ ଶ୍ରଦ୍ଧାଳୁ ଶ୍ରୀରାମ ଲଲାଙ୍କ ସୂର୍ଯ୍ୟ ତିଳକ ଦର୍ଶନ କରିବାର ସ୍ୱଭାଗ୍ୟ ପ୍ରାପ୍ତ କରିଛନ୍ତି । ସକାଳ ୯ଟା ୩୦ରେ ପ୍ରଭୁ ରାମଙ୍କ ବିଶେଷ ଅଭିଷେକ ହୋଇଥିଲା । ଏହାପରେ ତାଙ୍କର ଭବ୍ୟ ଶୃଙ୍ଗାର ହୋଇଥିଲା ଏବଂ ସୂର୍ଯ୍ୟାଭିଷେକର ପ୍ରସାରଣକୁ ସାରା ଦୁନିଆ ଆଜି ଦେଖିଲା ।

Ram Mandir Surya Tilak

ସକାଳୁ ରାମଲାଲାଙ୍କ ପୂଜା ଆରମ୍ଭ ହୋଇଯାଇଛି । ରାମ ନବମୀ ଅବସରରେ ବହୁ ସଂଖ୍ୟକ ଭକ୍ତ ରାମଲାଲାଙ୍କ ଦର୍ଶନ ପାଇଁ ରାମ ଜନ୍ମଭୂମି ମନ୍ଦିରରେ ପହଞ୍ଚିଥିଲେ। ରବିବାର ୬ ଏପ୍ରିଲ ଦିନ, ଠିକ୍ ମଧ୍ୟାହ୍ନ ୧୨ଟାରେ ସୂର୍ଯ୍ୟଭିଷେକ ହୋଇଥିଲା ଏବଂ ସୂର୍ଯ୍ୟଙ୍କ କିରଣ ସିଧାସଳଖ ଶ୍ରୀ ରାମଲାଲାଙ୍କ କପାଳରେ ପଡ଼ିଥିଲା। ଭକ୍ତମାନଙ୍କୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ୪ ମିନିଟ ଯାଏଁ ପ୍ରଭୁ ରାମଙ୍କ ମଥା ଉପରେ ସୂର୍ଯ୍ୟ କିରଣ ପଡ଼ିଥିଲା । ସବୁ ଟିଭି ଚ୍ୟାନେଲରେ ଏହାର ସିଧା ପ୍ରସାରଣ ମଧ୍ୟ କରାଯାଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+