ବୁଷ୍ଟର ଡୋଜ ନେଇ ମେଡିକାଲ ସାଇନ୍ସକୁ ଟାର୍ଗେଟ କଲେ ବାବା ରାମଦେବ
ବିବାଦୀୟ ବୟାନ ଦେଇଛନ୍ତି ବାବା ରାମଦେବ । ହରିଦ୍ବାରରେ ପତଞ୍ଜଳୀ ଯୋଗପୀଠରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନକୁ ଟାର୍ଗେଟ କରି କୋରୋନା ଭ୍ୟାକ୍ସିନକୁ ମେଡିକାଲ ସାଇନ୍ସର ବିଫଳତା ବୋଲି କହିଛନ୍ତି ।
ଡେରାଡୁନ: ମହାମାରୀ କରୋନା ନେଇ ସରୁନି ଭୟ । ଦୁଇ ବର୍ଷ ହେବ ସାରା ବିଶ୍ବକୁ ଆତଙ୍କିତ କରି ରଖିଛି ଏହି ଭୂତାଣୁ । ଏହାକୁ ନେଇ ବର୍ତ୍ତମାନ ବୁଷ୍ଟର ଡୋଜ ଦିଆଯାଉଥିବେ ବେଳେ ଏହାକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ବାବା ରାମଦେବ । ହରିଦ୍ବାରରେ ପତଞ୍ଜଳୀ ଯୋଗପୀଠରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନକୁ ଟାର୍ଗେଟ କରି କୋରୋନା ଭ୍ୟାକ୍ସିନକୁ ମେଡିକାଲ ସାଇନ୍ସର ବିଫଳତା ବୋଲି କହିଛନ୍ତି ।













Click it and Unblock the Notifications