NIAର ନୂଆ ଡିଜି ଭାବେ ନିଯୁକ୍ତି ହେଲେ ରାକେଶ ଅଗରୱାଲ
ରାକେଶ ଅଗ୍ରୱାଲ ହେଲେ ନୂଆ NIA ଡିଜି। ହିମାଚଳ ପ୍ରଦେଶ କ୍ୟାଡରର ଏହି ଆଇପିଏସ ଅଫିସରଙ୍କୁ ନୂଆ ଦାୟିତ୍ବ ମିଳିଛି। ନିଯୁକ୍ତି ନେଇ କ୍ୟାବିନେଟ ମଞ୍ଜୁରୀ ପରେ ୧୯୯୪ ବ୍ୟାଚର ଅଫିସର ରାକେଶ ଅଗରୱାଲ NIA ଡିଜି ହୋଇଛନ୍ତି। ଏବେ NIA ସ୍ପେଶାଲ ଡିଜି ଭାବରେ କାର୍ଯ୍ୟରତ ଅଛନ୍ତି।
ଅଗଷ୍ଟ ୩୧, ୨୦୨୮ ପର୍ଯ୍ୟନ୍ତ NIA ଡିଜି ଭାବେ କାର୍ଯ୍ୟଭାର ତୁଳାଇବେ। NIA ଡିଜି ସଦାନନ୍ଦ ବସନ୍ତ ଦାତେଙ୍କୁ ତାଙ୍କ ମୂଳ କ୍ୟାଡର, ମହାରାଷ୍ଟ୍ରକୁ ହଠାତ୍ ପ୍ରତ୍ୟର୍ପଣକୁ ଅନୁମୋଦନ ମିଳିବା ପରେ NIAର ନୂତନ ନିର୍ଦ୍ଦେଶକ ଜେନେରାଲ ଭାବରେ ରାକେଶଙ୍କୁ ଦାୟିତ୍ବ ଦିଆଯାଇଛି।













Click it and Unblock the Notifications