Get Updates
Get notified of breaking news, exclusive insights, and must-see stories!

ରାଜସ୍ଥାନ ସରକାରଙ୍କ ବଡ଼ ଘୋଷଣା : ବଳପୂର୍ବକ ଧର୍ମପରିବର୍ତ୍ତନ କଲେ ୧୦ ବର୍ଷ ଜେଲ୍‌

ଜୟପୁର: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଭଜନ ଲାଲଙ୍କ କ୍ୟାବିନେଟ ଧର୍ମାନ୍ତରଣ ବିରୋଧୀ ବିଲକୁ ଅନୁମୋଦନ କରିଛି । ଏବେ ବଜେଟ୍ ଅଧିବେଶନରେ ଏହି ବିଲ୍ କୁ ବିଧାନସଭାରେ ଆଗତ କରାଯିବ। ଏହି ବିଲ ଅନୁସାରେ ବଳପୂର୍ବକ ଧର୍ମପରିବର୍ତ୍ତନ କଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ। ଯଦି ଆପଣ ନିଜ ଇଚ୍ଛାରେ ଧର୍ମ ପରିବର୍ତ୍ତନ କରନ୍ତି ତେବେ ଆପଣଙ୍କୁ ୬୦ ଦିନ ପୂର୍ବରୁ ଜିଲ୍ଲାପାଳଙ୍କୁ ଲିଖିତଭାବେ ଜଣାଇବାକୁ ପଡିବ ।

ଏହି ବିଲ ଅନୁସାରେ ବଳପୂର୍ବକ ଧର୍ମପରିବର୍ତ୍ତନ କଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ। ଯଦି ଆପଣ ନିଜ ଇଚ୍ଛାରେ ଧର୍ମ ପରିବର୍ତ୍ତନ କରନ୍ତି ତେବେ ଆପଣଙ୍କୁ ୬୦ ଦିନ ପୂର୍ବରୁ ଜିଲ୍ଲାପାଳଙ୍କୁ ଲିଖିତଭାବେ ଜଣାଇବାକୁ ପଡିବ । ଆଇନ ମନ୍ତ୍ରୀ ଯୋଗାରାମ ପଟେଲ କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି।

Bhajanlal Sharma

ଏହି ବିଲରେ ସମ୍ବିଧାନର ଧାରା ୨୫ ଏବଂ ଧାରା ୨୬ର ବ୍ୟବସ୍ଥା ଅନୁଯାୟୀ କ୍ଷମତା ପ୍ରଦାନ କରିବାର ବ୍ୟବସ୍ଥା କରାଯିବ ବୋଲି ଯୋଗରାମ ପଟେଲ କହିଛନ୍ତି। ଧର୍ମପରିବର୍ତ୍ତନ ବିରୋଧୀ ବିଲ୍ ସହ ଭଜନ ଲାଲ ସରକାରଙ୍କ କ୍ୟାବିନେଟ୍ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସପ୍ତମ ଅର୍ଥ ଆୟୋଗ ଗଠନ ଏବଂ ଅକ୍ଷୟ ଶକ୍ତି ପାଇଁ ଏକ ନୂତନ ଶକ୍ତି ନୀତିକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+