ବଦଳିଲା ଟ୍ରେନ୍ ଟିକେଟ୍ ବୁକିଂ ନିୟମ: ଏଣିକି ୨ ମାସ ପୂର୍ବରୁ କରି ପାରିବେ ଆଡଭାନ୍ସ ବୁକିଂ

Railway Ticket Booking: ଭାରତୀୟ ରେଳ ଟିକେଟ୍ ବୁକିଂର ନିୟମ ପରିବର୍ତ୍ତନ କରିଛି। ଏଣିକି ୪ ମାସ ନୁହେଁ ବରଂ ୨ ମାସ ପୂର୍ବରୁ ଆପଣ ଆଡାଭାନ୍ସ ବୁକିଂ କରିପାରିବେ । ଏନେଇ ରେଲୱେ ବୋର୍ଡ ପକ୍ଷରୁ ଏକ ଚିଠି ଜକରି ସୂଚନା ଦିଆଯାଇଛି ।

Railway Ticket Booking

ରେଳବାଇ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ, ଚଳିତ ବର୍ଷ ନଭେମ୍ବର 1 ତାରିଖରୁ ଟ୍ରେନରେ ଆଗୁଆ ବୁକିଂ କରିବା ପାଇଁ ବର୍ତ୍ତମାନର ସମୟ ସୀମା 120 ଦିନରୁ 60 ଦିନକୁ ହ୍ରାସ କରାଯାଇଛି । ଅକ୍ଟୋବର 31, 2024 ପର୍ଯ୍ୟନ୍ତ 120 ଦିନ ARP ଅଧୀନରେ କରାଯାଇଥିବା ସମସ୍ତ ବୁକିଂ ଅକ୍ଷୁର୍ଣ୍ଣ ରହିବ । ନଭେମ୍ବରରୁ ପ୍ରସ୍ତୁତ ବୁକିଂ ପାଇଁ ଏହି ନୂତନ ନିୟମ ଲାଗୁ ହେବ । ସେହିପରି ପର୍ଯ୍ୟଟମାନେ 365 ଦିନ ପୂର୍ବରୁ ଆଡଭାନ୍ସ ବୁକିଂ କରିପାରିବେ । ଏହି ନିୟମ ନଭେମ୍ବର 1ରୁ ଲାଗୁ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+