Get Updates
Get notified of breaking news, exclusive insights, and must-see stories!

ରେଳମନ୍ତ୍ରୀଙ୍କ ବଡ଼ ସୂଚନା, ଦେଶରେ ଗଡ଼ିବ ପ୍ରଥମ ବନ୍ଦେଭାରତ ସ୍ଲିପର ଟ୍ରେନ୍‌

ଦୀର୍ଘ ଦିନର ଅପେକ୍ଷା ପରେ ଶେଷରେ ବନ୍ଦେଭାରତ ସ୍ଲିପର ଟ୍ରେନ୍‌କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ପଷ୍ଟ କରିଛନ୍ତି ଯେ, ଚଳିତ ବର୍ଷ ଡିସେମ୍ବର ମାସରୁ ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଚାଲିବା ଆରମ୍ଭ ହେବ । ଏହି ଅତ୍ୟାଧୁନିକ ଟ୍ରେନ୍‌ରେ ଯାତ୍ରୀମାନେ ଏବେ ଆରାମଦାୟକ ତଥା ବିଶ୍ୱସ୍ତରୀୟ ସୁବିଧା ସହ ଯାତ୍ରା କରିବାର ସୁଯୋଗ ପାଇବେ ।

ashwini

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ଯେ ଦେଶର ପ୍ରଥମ ବନ୍ଦେଭାରତ ସ୍ଲିପର ଟ୍ରେନ୍‌ରେ ବାକିଥିବା ଅଳ୍ପ କିଛି କାମ ଚାଲିଛି । ଏହି ରେଟ୍ରୋଫିଟିଂ ପରେ, ଡିସେମ୍ବରରେ ଟ୍ରେନ୍‌ଟି ଯାତ୍ରୀମାନଙ୍କ ପାଇଁ କାର୍ଯ୍ୟକ୍ଷମ ହେବ । ପୂର୍ବରୁ ପ୍ରଥମ ଟ୍ରେନ୍‌ର ପରୀକ୍ଷଣ ସମୟରେ ବିଶେଷକରି ବଗି ଏବଂ ସିଟ୍‌କୁ ନେଇ କିଛିଟା ଛୋଟ ଛୋଟ ସମସ୍ୟା ସାମ୍ନାକୁ ଆସିଥିଲା । ସେଗୁଡ଼ିକର ସମାଧାନ କରାଯାଉଛି । ଏକ ବିଳାସପୂର୍ଣ୍ଣ ଟ୍ରେନ୍‌ ନିର୍ମାଣ କରି ଯାତ୍ରୀମାନଙ୍କ ଯାତ୍ରାକୁ ଆରାମଦାୟକ କରିବାକୁ ଆମେ ଲକ୍ଷ୍ୟ ରଖିଛୁ ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+