ରାହୁଲ ହେବେ ପ୍ରଧାନମନ୍ତ୍ରୀ !

ରାହୁଲଙ୍କୁ ନେଇ ବଡ କଥା କହିଲେ ଲାଲୁ ଯାଦବ । ରାହୁଲ ହେବେ ଭାରତର ପ୍ରଧାନମନ୍ତ୍ରୀ । ଭାରତର ପ୍ରଧାନମନ୍ତ୍ରୀ ହେବା ଲାଗି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନିକଟରେ ସମସ୍ତ ଯୋଗ୍ୟତା ରହିଛି। ଏପରି କହିଛନ୍ତି ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ। ଶୁକ୍ରବାର ବିହାରରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ଚାଲିଛି। ଏହି ଅବସରରେ ଲାଲୁଙ୍କୁ ରାହୁଲଙ୍କ ରାଜନୈତିକ ଭବିଷ୍ୟତ ବିଷୟରେ ପଚରାଯାଇଥିଲା, ଯାହାର କିଛି ଏଭଳି ଜବାବ ଦେଇଛନ୍ତି ଲାଲୁ ।

lalu prasad yadav

ପାଟଣାର ଖବରଦାତାମାନଙ୍କୁ ସାକ୍ଷାତକାର ଦେବା ସମୟରେ ଲାଲୁଙ୍କୁ ରାହୁଲ ଗାନ୍ଧୀ କ'ଣ ପ୍ରଧାନମନ୍ତ୍ରୀ ହେବେ ବୋଲି ପଚରାଯାଇଥିଲା। ଏହାର ଜବାବରେ ସେ କହିଥିଲେ ଯେ, ତାଙ୍କ ପାଖରେ ଯୋଗ୍ୟତାର ଅଭାବ ନାହିଁ।

ଏହାଛଡ଼ା ବିହାର ମୁଖ୍ୟମନ୍ତ୍ରୀ ତଥା ପୂର୍ବ ସହଯୋଗୀ ନୀତୀଶ କୁମାରଙ୍କୁ ନେଇ ମଧ୍ୟ ସେ ବଡ଼ ବୟାନ ଦେଇଛନ୍ତି। କ'ଣ ନୀତୀଶ ପୁନର୍ବାର ମେଣ୍ଟକୁ ଆସିବେ ବୋଲି ତାଙ୍କୁ ପଚରାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+