ଋାହୁଲଙ୍କୁ ଚେତାବନୀ ଦେଲେ ଆସାମ ମୁଖ୍ୟମନ୍ତ୍ରୀ, କହିଲେ ସେନାକୁ ନେଇ କିିଛି.....
ନୂଆଦିଲ୍ଲୀ: ଦେଶରେ ସପ୍ତମ ପର୍ଯ୍ୟାୟ ମତଦାନକୁ ନେଇ ଏବେ ରାଜନୈତିକ ମାହୋଲ ରହିଛି ବେସ୍ ଉଷ୍ମ । ଜୋରାଦାର ପ୍ରଚାର କରୁଛନ୍ତି ନେତା । କେନ୍ଦ୍ର ସରକାରଙ୍କ ଉପରେ ଘନ ଘନ ଟାର୍ଗେଟ କରୁଛି କଂଗ୍ରେସ । ବିଶେଷ କରି ଲୋକସଭା ନିର୍ବାଚନ ମଧ୍ୟରେ ଅଗ୍ନିବୀର ଯୋଜନାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛି କଂଗ୍ରେସ । ରାହୁଲ ଗାନ୍ଧୀ ତାଙ୍କ ଭାଷଣରେ ଏହି ଯୋଜନାର ନିରନ୍ତର ଆଲୋଚନା କରିଚାଲିଛନ୍ତି । ବର୍ତ୍ତମାନ ବିଜେପି ରାହୁଲ ଗାନ୍ଧୀଙ୍କୁ ତାଙ୍କ ସମାଲୋଚନାର ଜବାବ ଦେଇଛି ।
ବିଜେପି କହିଛି ଯେ ରାହୁଲ ଗାନ୍ଧୀ ପ୍ରଥମେ ସେନାରେ କାର୍ଯ୍ୟ କରନ୍ତୁ, ସେନାକୁ ବୁଝନ୍ତୁ , ତା'ପରେ ଯାଇ ଅଗ୍ନିବୀର ଯୋଜନା ବିଷୟରେ ଆଲୋଚନା କରିବେ । କଂଗ୍ରେସ ଦଳ ତ ସେନାକୁ ବୁଲେଟପ୍ରୁଫ୍ ଜ୍ୟାକେଟ୍ ଏବଂ ଗୁଳି ମଧ୍ୟ ଦେଇନଥିଲା । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ଶର୍ମା କହିଛନ୍ତି ଯେ, ଅଗ୍ନିବୀର ଯୋଜନା ଅନୁଯାୟୀ ଲୋକମାନେ ପ୍ରଥମେ ସେନାରେ ଚାକିରି ପାଇବେ ଏବଂ ପରେ ରାଜ୍ୟ ପୁଲିସରେ ଚାକିରି କରିବେ ।

ଏହି ଯୋଜନାକୁ ଯୁବକମାନେ ପସନ୍ଦ କରନ୍ତି, ସେଥିପାଇଁ ଏତେ ସଂଖ୍ୟକ ଯୁବକ ଇଣ୍ଟରଭିଉ ଦେବାକୁ ଆସୁଛନ୍ତି । ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ, ରାହୁଲ ସେନାରେ ଯୋଗ ଦେଇ ପାରିବେ ନାହିଁ କିମ୍ବା ଅଗ୍ନିବୀର ହୋଇପାରିବେ ନାହିଁ । ସେ ନିଜେ ରୋଜଗାର କରି ଖାଇ ପାରିବେ ନାହିଁ । ସେ ତାଙ୍କ ମା'ଙ୍କ ଉପରେ ବୋଝ । ସେ ଦେଶଦ୍ରୋହ କାର୍ଯ୍ୟ କରୁଛନ୍ତି । ମୁଁ ତାଙ୍କୁ ଚେତାବନୀ ଦେଉଛି ଯେ, ସେ ସେନା ବିଷୟରେ କିଛି ଭୁଲ ନକହନ୍ତୁ ।
-
୩୧ ରାଜ୍ୟସଭା ସାଂସଦ କୋଟିପତି -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ହଠାତ୍ ଆମେରିକାର ଚିନ୍ତା ବଢାଇ ଦେଲା ଇରାନ, ଡିଏଗୋ ଗାର୍ସିଆ' ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
ବନ୍ଦ ହେବ ଇରାନ ଆମେରିକା ଯୁଦ୍ଧ, ସଙ୍କେତ ଦେଲେ ଆମେରିକା ରାଷ୍ଟ୍ରପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଚିଠି ଗୋଟେ ଅଫିସରୁ ବସି ଟାଇପ୍ ହୋଇଛି, ଏମାନେ ଦସ୍ତଖତ କରିଛନ୍ତି ; ପ୍ରମିଳା ମଲ୍ଲିକ -
ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି; ଚୁକ୍ତିଭିତ୍ତିକ ସ୍କିମାଟିକ୍ ଜୁନିୟର ଶିକ୍ଷକଙ୍କୁ ନିୟମିତ କର୍ମଚାରୀ ମାନ୍ୟତା










Click it and Unblock the Notifications