ପୁଣି ବୋରୱେଲ୍ ଭିତରେ ଜୀବନ, ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛି ୫ ବର୍ଷର ଶିଶୁ ଆର୍ୟନ୍

ଜୟପୁର: ରାଜସ୍ଥାନର ଦୌସା ଜିଲ୍ଲାର ୫ ବର୍ଷର ବାଳକ ଆର୍ୟନ ବୋରୱେଲରେ ପଡ଼ିବାର ପ୍ରାୟ ୪୮ ଘଣ୍ଟା ହୋଇସାରିଲାଣି। ଏବେବି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଏନଡିଆରଏଫ୍ ଟିମ୍। ସୂଚନା ଅନୁଯାୟୀ, ବୋରୱେଲଠାରୁ ପ୍ରାୟ ୬ ଫୁଟ ଦୂରରେ ୧୫୫ ଫୁଟର ଏକ ନୂଆ ଗାତ ଖୋଳାଯାଉଛି। ହେଲେ ବୋରଓ୍ବେଲରେ ଏବେ ଜଳସ୍ତର ବଢ଼ି ଯାଇଛି । ଯାହାଦ୍ବାରା ଶିଶୁକୁ ଉଦ୍ଧାର କିପରି କରାଯିବ ତାକୁ ନେଇ ଚିନ୍ତାରେ ଉଦ୍ଧାରକାରୀ ଦଳ।

Rajasthan borewell

ଏନଡିଆରଏଫ ପକ୍ଷରୁ ଉଦ୍ଧାର କାର୍ୟ୍ୟ ଜାରି ରହିଥିବାବେଳେ ମଙ୍ଗଳବାର ମନ୍ତ୍ରୀ କିରୋରିଲାଲ ମିନା ଯାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ମଙ୍ଗଳବାର ରାତି ସୁଦ୍ଧା ୬ଟି ପ୍ରୟାସ କରାଯାଇଛି । କିନ୍ତୁ ଏଯାବତ ସଫଳ ହୋଇନାହିଁ । ସେପଟେ ରାତି ୩ଟାରେ ପାଇଲିଂ ମେସିନରେ ଖୋଳାଖୋଳି ଆରମ୍ଭ ହୋଇଛି । ବୋରଓ୍ବେଲ ନିକଟରେ ପହଞ୍ଚିଥିବାବେଳେ ଏବେ କିଭଳି ଭାବେ ଉଦ୍ଧାର କରାଯିବ ? ତାହାକୁ ନେଇ ଚିନ୍ତା ବଢ଼ିଛି । ତଥାପି ଉଦ୍ଧାର କାର୍ୟ୍ୟ ଜୋରଦାର ଚାଲିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+