ଗୁଇନ୍ଦା ଗିରି ଅଭିଯୋଗରେ ଅଟକ ଥିବା ୮ ପୂବତନ ନୌସେନା କର୍ମଚାରୀଙ୍କୁ ମୁକ୍ତ କଲା କାତାର

୮ ନ୍ୟାଭି ଭେଟେରାନ୍ କାତାରରୁ ହୋଇଛନ୍ତି ମୁକ୍ତ । ମୁକ୍ତ ୮ ଜଣଙ୍କ ମଧ୍ୟରୁ ୭ ଜଣ ଭାରତରେ ପହଞ୍ଚିଲେ । ଗୁପ୍ତଚର କାର୍ଯ୍ୟ ମାମଲାରେ ସେମାନଙ୍କୁ ମୃତ୍ୟୁଦଣ୍ଡ ମିଳିଥିଲା । ଅପିଲ୍ ପରେ ସେମାନଙ୍କ ଦଣ୍ଡ କୋହଳ କରାଯାଇଥିଲା । ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି ଯେ, ଘରୋଇ ପ୍ରତିଷ୍ଠାନ ଅଲ୍ ଦାହରା ଗ୍ଲୋବାଲ୍ କମ୍ପାନିରେ କାର୍ଯ୍ୟ କରୁଥିବା ଭାରତୀୟ ନୌସେନାର ୮ଜଣ ପୂର୍ବତନ କର୍ମଚାରୀଙ୍କ ମଧ୍ୟରୁ ୭ଜଣ କତରରୁ ଭାରତକୁ ଫେରିଛନ୍ତି ।

Navy Veterans

ଆମେ ଏହି ନାଗରିକମାନଙ୍କର ମୁକ୍ତି ଏବଂ ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିଛୁ । ଏଭଳି ପଦକ୍ଷେପ ପାଇଁ ଆମେ କତାର ଦେଶ ଏମିରଙ୍କ ନିଷ୍ପତ୍ତିକୁ ଆମେ ପ୍ରଶଂସା କରୁଛୁ । ୮ ନ୍ୟାଭି ଭେଟେରାନ୍ କାତାରରେ ଗୋଇନ୍ଦାଗିରି ଅଭିଯୋଗର ସମ୍ମୁଖୀନ ହୋଇଥିଲେ । ଏଥିପାଇଁ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ତେବେ ଭାରତର ଅନୁରୋଧ କ୍ରମେ କତାରର ଏମିର ତାଙ୍କ ଦଣ୍ଡକୁ ହ୍ରାସ କରି ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ । ଏହାରି ମଧ୍ୟରେ ଭାରତୀୟ ବୈଦେଶିକ ମନ୍ତ୍ରାଳାୟ ସୂଚନା ଦେଇଛନ୍ତି ଯେ, ସେମାନେ ଏବେ ଭାରତକୁ ଫେରୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+