Get Updates
Get notified of breaking news, exclusive insights, and must-see stories!

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି। ଏଥିରେ ଦୁଇ ଦେଶର ନେତା ତଥା ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ବହୁ ଗୁରୁତ୍ଵପୂର୍ଣ୍ଣ ଆଲୋଚନା ହୋଇଛି। ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତା ପ୍ରସଙ୍ଗ। ଯାହାକୁ ରୁଷ ପୁନର୍ବାର ସମର୍ଥନ ଜଣାଇଛି।

Putin supports

ସମ୍ମିଳନୀରେ ରୁଷ ପକ୍ଷରୁ ଜାତିସଂଘ ନିରାପତ୍ତା ପରିଷଦ(ୟୁଏନଏସସି)ରେ ଗଠନମୂଳକ ସଂସ୍କାର ଅଣାଯିବା ଜରୁରୀ ବୋଲି କୁହାଯାଇଛି। ସାମ୍ପ୍ରତିକ ବୈଶ୍ଵିକ ପରିସ୍ଥିତି ଏବଂ ବାସ୍ତବତାକୁ ଦୃଷ୍ଟିରେ ରଖି ୟୁଏନଏସସିକୁ ଅଧିକ ପ୍ରଭାବଶାଳୀ ଏବଂ ଦକ୍ଷ କରିବା ଲାଗି ସଂସ୍କାର ଜରୁରୀ ବୋଲି ରୁଷ କହିଛି, ଯାହାଦ୍ବାରା ଅନ୍ତର୍ଜାତୀୟ ଶାନ୍ତି ଏବଂ ନିରାପତ୍ତା ପ୍ରସଙ୍ଗକୁ ଠିକ୍‌ ଭାବେ ମୁକାବିଲା କରାଯାଇପାରିବ। ୟୁଏନଏସସି ପରିସରକୁ ବ୍ୟାପକ କରାଯିବା ଜରୁରୀ ଏବଂ ଏଥିରେ ଭାରତକୁ ସ୍ଥାୟୀ ସଦସ୍ୟତା ମିଳିବା ଅତ୍ୟନ୍ତ ଆବଶ୍ୟକ ବୋଲି ରୁଷ କହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+