ଆସନ୍ତାବର୍ଷର ପଦ୍ମ ପୁରସ୍କାର ପାଇଁ ନୋମିନେସନ ଶେଷ ତାରିଖ, ପଢନ୍ତୁ
ସରକାରଙ୍କ ନୂଆ ଯୋଜନା । ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ଦ୍ବାରା ପ୍ରଦାନ କରାଯାଉଥିବା ସମସ୍ତ ପୁରସ୍କାରକୁ ଗୋଟିଏ ପ୍ଲାଟଫର୍ମରେ ଆଣିବା ପାଇଁ ସରକାର ଏକ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। https://awards.gov.in ଏହି ଲିଙ୍କରେ କ୍ଲିକ କରିବା
ନୂଆଦିଲ୍ଲୀ: ସରକାରଙ୍କ ନୂଆ ଯୋଜନା । ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ଦ୍ବାରା ପ୍ରଦାନ କରାଯାଉଥିବା ସମସ୍ତ ପୁରସ୍କାରକୁ ଗୋଟିଏ ପ୍ଲାଟଫର୍ମରେ ଆଣିବା ପାଇଁ ସରକାର ଏକ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। https://awards.gov.in ଏହି ଲିଙ୍କରେ କ୍ଲିକ କରିବା ପରେ ଆପଣ ନାମାଙ୍କନ ଦାଖଲ କରିପାରିବେ । ପ୍ରତ୍ୟେକ ନାଗରିକ କିମ୍ବା ସଂଗଠନକୁ ସରକାରଙ୍କ ଦ୍ବାରା ପ୍ରତିଷ୍ଠିତ ବିଭିନ୍ନ ସମ୍ମାନଜନକ ପୁରସ୍କାର ପାଇଁ ବ୍ୟକ୍ତି/ ସଂଗଠନକୁ ମନୋନୀତ କରିବା ନିମନ୍ତେ ସୁବିଧା ପ୍ରଦାନ କରିଥାଏ । ତେବେ ଚଳିତ ବର୍ଷ ପୁରସ୍କାର ପାଇଁ ନାମାଙ୍କନ ଜାରି ହୋଇସାରିଛି । ଆପଣ ନିମ୍ନ ତାରିଖ ଅନୁସାରେ ଆପଣଙ୍କର ନାମାଙ୍କନ ଦାଖଲ କରିପାରିବେ । ତେବେ ଆସନ୍ତୁ ଜାଣିବା ତାରିଖ ଗୁଡିକ ...

1.ପଦ୍ମ ପୁରସ୍କାର: ନାମାଙ୍କନ ଦାଖଲର ଶେଷ ତାରିଖ 15/09/2022
2. ବନ ବିଭାଗରେ ଉତ୍କର୍ଷତା ପାଇଁ ଜାତୀୟ ପୁରସ୍କାର: ନାମାଙ୍କନ ଦାଖଲର ଶେଷ ତାରିଖ 30/09/22
3.ଜାତୀୟ ଗୋପାଳ ରତ୍ନ ପୁରସ୍କାର: ନାମାଙ୍କନ ଦାଖଲର ଶେଷ ତାରିଖ 15/09
4. ଜାତୀୟ ଜଳ ପୁରସ୍କାର: ନାମାଙ୍କନ ଦାଖଲର ଶେଷ ତାରିଖ 15/09/22
5.ବରିଷ୍ଠ ନାଗରିକଙ୍କ ପାଇଁ ଜାତୀୟ ପୁରସ୍କାର (ବୟୋଶ୍ରେଷ୍ଠ ସମ୍ମାନ) : ନାମାଙ୍କନ ଦାଖଲର ଶେଷ ତାରିଖ 29/08/22
6.ବ୍ୟକ୍ତିଗତ ଉତ୍କର୍ଷତା ପାଇଁ ଜାତୀୟ ପୁରସ୍କାର 2021: ନାମାଙ୍କନ ଦାଖଲର ଶେଷ ତାରିଖ 28/08/22
7.ବ୍ୟକ୍ତିଗତ ଉତ୍କର୍ଷତା ପାଇଁ ଜାତୀୟ ପୁରସ୍କାର 2022: ନାମାଙ୍କନ ଦାଖଲର ଶେଷ ତାରିଖ 28/08/22
8. ଦିବ୍ୟାଙ୍ଗ ସଶକ୍ତିକରଣ କରୁଥିବା ସଂସ୍ଥାଗୁଡ଼ିକ ପାଇଁ ଜାତୀୟ ପୁରସ୍କାର 2021: ନାମାଙ୍କନ ଦାଖଲର ଶେଷ ତାରିଖ 28/08/22
9.. ଦିବ୍ୟାଙ୍ଗ ସଶକ୍ତିକରଣ କରୁଥିବା ସଂସ୍ଥାଗୁଡ଼ିକ ପାଇଁ ଜାତୀୟ ପୁରସ୍କାର 2022: ନାମାଙ୍କନ ଦାଖଲର ଶେଷ ତାରିଖ 28/08/22
10. ଜାତୀୟ ସିଏସଆର ପୁରସ୍କାର 2022 : ନାମାଙ୍କନ ଦାଖଲର ଶେଷ ତାରିଖ 31/08/22
11. ନାରୀ ଶକ୍ତି ପୁରସ୍କାର 2023 ନାମାଙ୍କନ ଦାଖଲର ଶେଷ ତାରିଖ 31/10/22
12.ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର 2023: ନାମାଙ୍କନ ଦାଖଲର ଶେଷ ତାରିଖ 29/08/22
13. ମଦ୍ୟପାନ ଓ ମାଦକ ଦ୍ରବ୍ୟ ସେବନ ରୋକିବାରେ ଉଲ୍ଲେଖନୀୟ ସେବା ପାଇଁ ଜାତୀୟ ପୁରସ୍କାର- ନାମାଙ୍କନ ଦାଖଲର ଶେଷ ତାରିଖ 31/08/2214.ଜୀବନ ରକ୍ଷକ ପଦକ ନାମାଙ୍କନ ଦାଖଲର ଶେଷ ତାରିଖ 30/09/22












Click it and Unblock the Notifications