ଦୁହେଁ ଦୁହିଁଙ୍କର ହେଲେ ଭଗୱନ୍ତ-ଗୁରପ୍ରୀତ
ଦ୍ବିତୀୟ ଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏବଂ ଡାକ୍ତର ଗୁରୁପ୍ରୀତ କୌର । ଚଣ୍ଡିଗଡ଼ରେ ଥିବା ତାଙ୍କ ବାସଭାବନରେ ବିବାହ କରିଛନ୍ତି ମାନ ।
ନୂଆଦିଲ୍ଲୀ: ଦ୍ବିତୀୟ ଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏବଂ ଡାକ୍ତର ଗୁରୁପ୍ରୀତ କୌର । ଚଣ୍ଡିଗଡ଼ରେ ଥିବା ତାଙ୍କ ବାସଭାବନରେ ବିବାହ କରିଛନ୍ତି ମାନ ।
ମାନଙ୍କ ମାଆ ଏବଂ ଭଉଣୀଙ୍କ ସମେତ କିଛି ପରିବାର ସଦସ୍ୟ ରହିଛନ୍ତି। ଏଥିସହ ଏହି ଉତ୍ସବରେ ସାମିଲ ହୋଇଛନ୍ତି ମାନଙ୍କର ଭଲ ବନ୍ଧୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ରାଘବ ଚଢା ।
Mann Sahab’s special day! #BhagwantMannWedding pic.twitter.com/WPWansRTH2
— Raghav Chadha (@raghav_chadha) July 7, 2022

Waheguru Ji Apne Bacche Utte Aashirwad Banaye Rakheo 🙏🏻 pic.twitter.com/snnmdTi1sw
— Raghav Chadha (@raghav_chadha) July 7, 2022
ହରିୟାଣା କୁରୁକ୍ଷେତ୍ରର ଗୁରପ୍ରୀତ କୌର ପରିବାର ସହ ଅନେକ ଦିନ ହେବ ପଞ୍ଜାବରେ ରହିଆସୁଛନ୍ତି । ଗୁରୁପ୍ରୀତଙ୍କ ଠାରୁ ମାନ 16 ବର୍ଷ ବଡ । ଏପଟେ ମାନଙ୍କର ପୂର୍ବରୁ ଦୁଇଟି ସନ୍ତାନ ରହିଛନ୍ତି । ଝିଅ ସିରତ କୌର ଏବଂ ପୁଅ ଦିଲଶାନ ।
Mann sahab nu lakh lakh vadhaiyan! pic.twitter.com/vDBQiytLsE
— Raghav Chadha (@raghav_chadha) July 7, 2022












Click it and Unblock the Notifications