ଠକେଇ ଅଭିଯୋଗରେ ଗିରଫ ହେଲେ ଆପ ବିଧାୟକ

ପଞ୍ଜାବ ଭିଜିଲାନ୍ସ ବ୍ୟୁରୋ ଆମ ଆଦମୀ ପାର୍ଟି (ଆପ)ର ବିଧାୟକଙ୍କୁ ଠକେଇ ଅଭିଯୋଗରେ ଗିରଫ କରିଛି। ଗିରଫ ଆପ ବିଧାୟକଙ୍କ ନାମ ରମନ ଅରୋଡା ବୟସ ୫୪ବର୍ଷ। ଭିଜିଲାନ୍ସ ସୂତ୍ରରୁ ପ୍ରକାଶ, ରମନ ଅରୋଡାଙ୍କ ବିରୋଧରେ ଅଭିଯୋଗ ହୋଇଛି କି ସେ କିଛି ଅଧିକାରୀଙ୍କ ସହମତିରେ ସାଧାରଣଲୋକଙ୍କ ପାଖକୁ ମିଥ୍ୟା ନୋଟିସ ପଠାଇଥିଲେ। ଏହି ନୋଟିସ ଆଧାରରେ ରମନ ଲୋକଙ୍କ ଠାରୁ ପୁଳାପୁଳା ଟଙ୍କା ହଡ଼ପ ବି କରିଛନ୍ତି। ଏହି ଘଟଣା ଜାଲନ୍ଧର ନଗର ନିଗମ ସହିତ ଜଡ଼ିତ ଥିବା ବେଳେ ଅରୋଡାଙ୍କ ଏହି ମାମଲାର ଯାଞ୍ଚ ଜାରି ରହିଛି।

Punjab AAP MLA

ରମନ ଅରୋଡା ଜାଲନ୍ଧର ସେଣ୍ଟାଲ ବିଧାନସଭା ମଣ୍ଡଳର ବିଧାୟକ ରହିଥିବା ସହିତ ଆପ ସରକାରର ସେ ଜଣେ ଜଣାଶୁଣା ଚେହେରା। ନିକଟରେ ରାଜ୍ୟ ସରକାର ରମନଙ୍କ ସୁରକ୍ଷା ବ୍ୟବସ୍ଥାକୁ ଫେରାଇ ‌ନେଇଥିଲେ। ରମନଙ୍କ ପାଖରେ ୧୪ଜଣିଆ ଗନମ୍ୟାନର ସୁରକ୍ଷା ଟିମ ରହିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+