Get Updates
Get notified of breaking news, exclusive insights, and must-see stories!

'ମୁଦ୍ରା ଯୋଜନାରେ ୩୦ ଲକ୍ଷ କୋଟି ଋଣ ପ୍ରଦାନ ବଡ ସଫଳତା'

ଅଭିଭାଷଣରେ କଂଗ୍ରେସକୁ ସିଧା ନିସାନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବ୍ୟାଙ୍କିଙ୍ଗ ବ୍ୟବସ୍ଥା ପୂରା ଖରାପ କରି ଦେଇଥିଲା କଂଗ୍ରେସ । ବୁଝି ବିଚାରି ବ୍ୟାଙ୍କିଙ୍ଗ ବ୍ୟବସ୍ଥାର ସଂସ୍କାର କରାଗଲା । ରୁଗଣ ବ୍ୟାଙ୍କଗୁଡିକୁ ବଡ ବ୍ୟାଙ୍କ ସହ ଯୋଡି ଦିଆଗଲା । ଫଳରେ ଯେଉଁ ଗରିବ ବ୍ୟାଙ୍କ ଦୁଆର ଦେଖି ନଥିଲେ ଋଣ ପାଇଲେ । ମୁଦ୍ରା ଯୋଜନାର ସଫଳତା କହିଲେ ପ୍ରଧାନମନ୍ତ୍ରୀ । ମୁଦ୍ରା ଯୋଜନାରେ ୩୦ ଲକ୍ଷ କୋଟି ଋଣ ପ୍ରଦାନ ବଡ ସଫଳତା ।

narendra modi

ଅନ୍ୟପଟେ କଂଗ୍ରେସର ପ୍ଲାନିଙ୍ଗ କମିଶନକୁ ନେଇ ପ୍ରଶ୍ନ ଉଠାଇଲେ । କହିଲେ ନେହରୁ ଆରମ୍ଭ କଲେ, ଆଉ ଇନ୍ଦିରା ଗାନ୍ଧୀ ଏହାର ଧଜିଆ ଉଡାଇଲେ । ୨୦୧୪ ଆମ ସରକାର ପ୍ଲାନିଙ୍ଗ କମିଶନ ହଟାଇଲା । ପ୍ଲାନିଙ୍ଗ କମିଶନ ସ୍ଥାନରେ ଆମ ସରକାର ନିତୀ ଆୟୋଗ ଆଣିଲେ । ଆଉ ନୀତି ଆୟୋଗର ସୁଫଳ ଆଜି ଦେଶବାସୀ ପାଉଛନ୍ତି । କଂଗ୍ରେସ ଲୋକଙ୍କୁ ଏହା ଆଦୌ ଦୃଶ୍ୟ ହେଉନି । ଯୋଜନାକୁ କାର୍ଯ୍ୟାନ୍ୱୟନ କରିବାରେ କଂଗ୍ରେସ ବିଫଳ । ଆସାମର ଭୋଗିବିଲ ବ୍ରିଜ କଥା କହି ନିସାନା କଲେ । ଭୋଗିବିଲ ବ୍ରିଜ ଦଶନ୍ଧି ଧରି ହୋଇପାରୁନଥିଲା । ଆମେ ଏହାକୁ ସମ୍ପୁର୍ଣ୍ଣ କରି ଆସାମ- ଅରୁଣାଚଳ ପ୍ରଦେଶକୁ ଯୋଡିଛୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+