ମଧ୍ୟପ୍ରଦେଶର ଗୁନାରେ ବିମାନ ଦୁର୍ଘଟଣା ,୨ ପାଇଲଟ ଆହତ

ଭୋପାଳ: ମଧ୍ୟପ୍ରଦେଶର ଗୁନାରେ ଏକ ବିମାନ ଦୁର୍ଘଟଣା ସମ୍ପର୍କରେ ସୂଚନା ସାମ୍ନାକୁ ଆସୁଛି। କୁହାଯାଉଛି ଯେ ଇଞ୍ଜିନ ଫେଲ ହେତୁ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ, ମଝି ଆକାଶରେ ବିମାନର ଇଞ୍ଜିନ ଫେଲେ ହୋଇଯିବାରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନଟି ଏକ ଘରୋଇ ବିମାନ ଏକାଡେମିର ଟ୍ରେନର ବିମାନ ସିସନା152।

plane crash mp

ଆଜି ମଧ୍ୟାହ୍ନ 1ଟା 30 ସମୟୟରେ ଦୁର୍ଘଟଣା ଘଟିଥିଲା ଏହା ଶିବ ଏକାଡେମୀର ବିମାନ ଥିବାବେଳେ ଦୁଇ ପାଇଲଟ୍ ପରୀକ୍ଷା ଉଡ଼ାଣ କରୁଥିଲେ | ଏହି ଘଟଣାରେ ଉଭୟ ପାଇଲଟ ଆହତ ହୋଇଛନ୍ତି। ଆହତ ପାଇଲଟଙ୍କ ମଧ୍ୟରୁ ଜଣଙ୍କର ନାମ କ୍ୟାପଟେନ ଭିସି ଠାକୁର ବୋଲି ଜଣାପଡିଛି। କୁହାଯାଉଛି ଯେ ଏହି ପାଇଲଟମାନେ ଶନିବାର ନିଜେ କର୍ଣ୍ଣାଟକର ବେଲାଗାଭିରୁ ଗୁନାକୁ ଆସିଥିଲେ। ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ସେମାନଙ୍କ ଅବସ୍ଥା ଭଲ ଥିବା କୁହାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+