Get Updates
Get notified of breaking news, exclusive insights, and must-see stories!

ଜି-୨୦ ଦ୍ୱିତୀୟ ଦିନରେ ସ୍ଥାୟୀ ବିକାଶ ଏବଂ ଶକ୍ତି ପରିବର୍ତ୍ତନ ଉପରେ ଆଜି ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରାଜିଲ୍‍ର ରିଓଡି ଜେନେରିଓ ସହରରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀର ଦ୍ୱିତୀୟ ଦିନରେ ଆଜି ସ୍ଥାୟୀ ବିକାଶ ଏବଂ ଶକ୍ତି ପରିବର୍ତ୍ତନ ଉପରେ ପ୍ରଥମ ଅଧିବେଶନରେ ସମ୍ବୋଧିତ କରିବେ । ଦ୍ୱିତୀୟ ଅଧିବେଶନରେ ଡିଜିଟାଲ୍‍ ଭିତ୍ତିଭୂମି ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

ଶ୍ରୀ ମୋଦୀ ଏହି ଅଧିବେଶନରେ ଅଂଶଗ୍ରହଣ କରିବା ଅବସରରେ ବ୍ରାଜିଲ୍‍, ଆର୍ଜେଣ୍ଟିନା, ଚିଲି ଏବଂ ଅଷ୍ଟ୍ରେଲିଆର ରାଷ୍ଟ୍ର ମୁଖ୍ୟଙ୍କ ସହ ଦ୍ୱିପକ୍ଷିୟ ଆଲୋଚନା କରିବେ । ଭାରତ, ବ୍ରାଜିଲ୍‍, ଦକ୍ଷିଣ ଆଫ୍ରିକା ଫୋରମ୍‍ର ଆଇ.ବି.ଏସ୍‍.ଏ.ର ମିଳିତ ବକ୍ତବ୍ୟ ମଧ୍ୟ ଆଜି ଜାରି ହେବାର ସମ୍ଭାବନା ରହିଛି ।

Narendra modi

ଏହି ସମ୍ମିଳନୀ ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଉଦ୍ଦେଶ୍ୟରେ ଆଚାର୍ଯ୍ୟ ଜୋନସ୍‍ ମେସିଟିଙ୍କ ଶିଷ୍ୟମାନେ ରାମାୟଣ ନାଟକ ପ୍ରଦର୍ଶନ କରିବେ । ପରେ ପ୍ରଧାନମନ୍ତ୍ରୀ ତିନି ଦେଶର ଯାତ୍ରାର ଅନ୍ତିମ ଚରଣରେ ଗୁଆନା ଅଭିମୁଖେ ଯାତ୍ରା କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+