ଆସନ୍ତା ୭ରୁ ଦୁଇ ଦିନିଆ ମାଲେସିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୭ ତାରିଖରୁ ଦୁଇ ଦିନିଆ ମାଲେସିଆ ଗସ୍ତରେ ଯିବେ । ତାଙ୍କର ମାଲେସିଆ ପ୍ରତିପକ୍ଷ ଅନୱାର ଇବ୍ରାହିମ୍ଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦୀ ଏହି ଗସ୍ତ କରୁଛନ୍ତି । ଏହା ହେଉଛି ଭାରତ-ମାଲେସିଆ ଦ୍ୱିପକ୍ଷିୟ ସମ୍ପର୍କକୁ ୨୦୨୪ ମସିଆ ଅଗଷ୍ଟରେ ସମନ୍ୱିତ ରଣନୈତିକ ଭାଗିଦାରୀରେ ପରିଣତ କରିବା ପରେ ଶ୍ରୀ ମୋଦୀଙ୍କର ପ୍ରଥମ ତଥା ମାଲେସିଆକୁ ତୃତୀୟ ଗସ୍ତ ।













Click it and Unblock the Notifications