Get Updates
Get notified of breaking news, exclusive insights, and must-see stories!

ଆଜି ଏସୀୟ କ୍ରୀଡାବିତଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ

Asian Games 2023: ଆଜି ଏସୀୟ ଗେମ୍ସରେ ଭାଗ ନେଇଥିବା ଭାରତୀୟ ଖେଳାଳିଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀସ୍ଥିତ ଧ୍ୟାନଚାନ୍ଦ ନେସନାଲ ଷ୍ଟାଡିୟମରେ ଅପରାହ୍ନ ୪ ଟା ୩୦ରେ ଖେଳାଳୀଙ୍କୁ ପ୍ରଧାନମନ୍ତ୍ରୀ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସବୁ ଆଥଲେଟଙ୍କୁ ସମ୍ବୋଧିତ କରିବେ ମୋଦି ।

Asian Games 2023

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଚଳିତ ବର୍ଷ ଏସିଆନ୍ ଗେମସ୍ସରେ ଐତିହାସିତ ପ୍ରଦର୍ଶନ କରିଛି ଭାରତ । ମୋଟ୍ ୧୦୭ଟି ପଦକ ନିଜ ଭାରତ ନିଜ ନାଁରେ କରିଛି । ଯେଉଁଥିରେ ୧୮ଟି ସ୍ୱର୍ଣ୍ଣ, ୩୮ଟି ରୋପ୍ୟ ଏବଂ ୪୧ଟି ବ୍ରୋଞ୍ଜ ପଦକ ରହିଛି । ଓଡ଼ିଶାର କିଶୋର ଜେନା ଜାଭେଲିନ୍ ଥ୍ରୋରେ ରୌପ୍ୟ ପଦକ ଜିତିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଭାରତୀୟ ସମସ୍ତ ଖେଳାଳି, ସେମାନଙ୍କ କୋଚ୍, ଭାରତୀୟ ଅଲିମ୍ପିକ୍ ଆସୋସିଏସନର ଅଧିକାରୀ, ଜାତୀୟ କ୍ରୀଡ଼ା ଫେଡେରେଶନର ପ୍ରତିନିଧୀ ଏବଂ କ୍ରୀଡ଼ା ମନ୍ତ୍ରଣାଳୟର ଅଧିକାରୀମାନେ ଅଂଶଗ୍ରହଣ କରିବା ନେଇ ସୂଚନା ରହିଛି । ୧୯୫୧ରୁ ଆରମ୍ଭ ହୋଇଥିବା ଏସିଆନ୍ ଗେମ୍ସ ପ୍ରତିଯୋଗିତାରେ ପ୍ରଥମ କରି ଭାରତୀୟ ପ୍ରତିଯୋଗୀମାନେ ଉଚ୍ଚକୋଟିର ପ୍ରଦର୍ଶନ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+