ଶାନ୍ତି ପାଇଁ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଇରାନ୍ ଇଜ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ସାରା ବିଶ୍ୱ ଚିନ୍ତାରେ ରହିଛି । ଏହାରି ଭିତରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ ଗାଜାରେ ଯୁଦ୍ଧ ସ୍ଥିତିରେ ସୁଧାର ଆଣିବା ସହ ଜାରି ରହିଥିବା ସଂଘର୍ଷକୁ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରିବା ପାଇଁ ଆଲୋଚନା କରିଛନ୍ତି ।

Modi spoke to the Prime Minister of Israel for peace

ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ଆମେ ପଶ୍ଚିମ ଏସିଆର ସ୍ଥିତି ଉପରେ ଆଲୋଚନା କରିଛୁ । ସ୍ଥିତି ସୁଧାରିବା ସହ ଯୁଦ୍ଧା ବିରାମ ପାଇଁ ଆହ୍ୱାନ୍ ଦେଇଛି । ଏହ ସହ ବନ୍ଧକ ଥିବା ଲୋକଙ୍କୁ ତୁରନ୍ତ ମୁକାଳିବା ପାଇଁ ମଧ୍ୟ ଆଲୋଚନା କରିଛୁ । ଆଶା କରୁଛୁ କି ଖୁବଶୀଘ୍ର ଯୁଦ୍ଧ ବିରାମ୍ ଘଟିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+