ଦିଲ୍ଲୀ ବିସ୍ଫୋରଣ ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବୟାନ, କହିଲେ .....

ଭୁଟାନରେ ଦିଲ୍ଲୀ ବିସ୍ଫୋରଣକୁ ନେଇ ପ୍ରଧାନମନ୍ତ୍ରୀ କଡା ମନ୍ତବ୍ୟ ଦେଇଛନ୍ତି । କହିଛନ୍ତି, ଷଡଯନ୍ତ୍ର ପଛରେ ଯେଉଁମାନେ ଦାୟୀ ସେମାନଙ୍କୁ ଛଡାଯିବନି । ସାରା ରାତି ଅଧିକାରୀଙ୍କ ସହ ଯୋଗାଯୋଗରେ ଥିଲି । ଆଜି ମୁଁ ଦୁଃଖମନରେ ଏଠାକୁ ଆସିଛି । ପୀଡିତ ପରିବାରର ଦୁଃଖ ବୁଝିପାରୁଛି, ପୂରା ଦେଶ ସେମାନଙ୍କ ସହ ଅଛି । କାଲିର ଘଟଣା ପୁରା ଦେଶକୁ ବ୍ୟଥିତ କରିଛି । ଅନ୍ୟପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ କହିଛନ୍ତି, କୌଣସି ବି ପରିସ୍ଥିତିରେ ଦୋଷୀଙ୍କୁ ଛଡାଯିବନାହିଁ ।

pm odi

ଏଥିସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ରାଜନାଥ । ତଦନ୍ତ ଚାଲିଛି, ଦୋଷୀଙ୍କୁ ନିଶ୍ଚିତ ଦଣ୍ଡ ଦିଆଯିବ । ସୂଚନାଥାଉକି, ଆସନ୍ତାକାଲି ଲାଲକିଲ୍ଲାରେ ଘଟିଥିବା ବୋମା ବିସ୍ଫୋରଣରେ ୧୦ ଜଣଙ୍କୁ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ମଧ୍ୟ ଆହତ ହୋଇଥିଲେ । ଘଟଣାସ୍ଥଳରେ ଏନଆଇଏ, ଏନସଜି , ଦିଲ୍ଲୀ ପୋଲି କମିସନର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ା

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+