ଆଜି ରାତିରେ ଭାରତ ଫେରିବେ ପ୍ରଧାନମନ୍ତ୍ରୀ ମୋଦି

Pahalgam Terror Attack: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଆଜି ରାତିରେ ପ୍ରଧାନମନ୍ତ୍ରୀ ମୋଦି ରାତିରେ ଜେଦ୍ଦାରୁ ଭାରତ ଫେରିବେ। ଆସନ୍ତାକାଲି ସାଉଦି ଆରବରୁ ଫେରିଥାନ୍ତେ ମୋଦି । ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ରାତ୍ରୀଭୋଜନରେ ମଧ୍ୟ ଯୋଗ ଦେଇ ନଥିଲେ।

ଏହି ଆକ୍ରମଣ ପଛରେ ହାଫିଜ୍ ସଇଦର ସହଯୋଗୀ ଥିବା ନେଇ ସୂଚନା ରହିଛି । ଆକ୍ରମଣ ପଛରେ ସୈଫୁଲ୍ଲାହ କସୁରୀ ମାଷ୍ଟରମାଇଣ୍ତ ଥିବା ନେଇ ସୂଚନା ରହଛି ।

pm modi

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇ ଦିଆଯାଉଛି। ଏହି ଘୃଣ୍ୟ କାର୍ଯ୍ୟ ପଛରେ ଥିବା ଲୋକଙ୍କୁ ନ୍ୟାୟ ଦିଆଯିବ । ଆତଙ୍କବାଦୀଙ୍କୁ ଛଡ଼ାଯିବ ନାହିଁ। ସେମାନଙ୍କର ଘୃଣ୍ୟ ଏଜେଣ୍ଡା କେବେ ସଫଳ ହେବ ନାହିଁ। ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ଆମର ସଂକଳ୍ପ ଅଟଳ ଏବଂ ଏହା ଆହୁରି ଦୃଢ଼ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+