ଆଜି ବର୍ଷର ଶେଷ ମନ୍ କି ବାତ୍ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି, କଣ କହିବେ ସମସ୍ତଙ୍କ ନଜର
ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ କି ବାତ୍। ବର୍ଷର ଶେଷ ମନ୍ କି ବାତ୍ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଆଜି ହେଉଛି ୧୧୭ ତମ ମନ୍ କି ବାତ୍ ଓ ଚଳିତ ବର୍ଷର ୯ ତମ ମନ୍ କି ବାତ୍ ।

ଲୋକସଭା ନିର୍ବାଚନ ପାଇଁ ମାର୍ଚ୍ଚ, ଏପ୍ରିଲ ଓ ମେ' ମାସରେ କାର୍ୟ୍ୟକ୍ରମ ବନ୍ଦ ରହିଥିଲା। ନଭେମ୍ବର ମାସରେ ହୋଇଥିବା ମନ୍ କି ବାତ୍ରେ ପ୍ରଧାନମନ୍ତ୍ରୀ ଡିଜିଟାଲ ଆରେଷ୍ଟ, ସ୍ବାମୀ ବିବେକାନନ୍ଦ ଓ ଏନ୍ସିସି ଆଦି ପ୍ରସଙ୍ଗରେ ଆଲୋଚନା କରିଥିଲେ। ଆଜିର କାର୍ୟ୍ୟକ୍ରମରେ ଦେଶବାସୀଙ୍କୁ ନୂଆ ବର୍ଷର ଅଭିନନ୍ଦନ ଜଣାଇବା ସହ ଅନ୍ୟ କିଛି ପ୍ରସଙ୍ଗ ଉଠାଇ ପାରନ୍ତି ।












Click it and Unblock the Notifications