ପ୍ରୟାଗରାଜରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି
PM Modi: ଉତ୍ତର ପ୍ରଦେଶ ପ୍ରୟାଗରାଜରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଡଙ୍ଗା ଯୋଗେ ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀର ପବିତ୍ର ସଙ୍ଗମ ସ୍ଥଳରେ ପହଞ୍ଚିଥିଲେ। ଆଉ କିଛି ସମୟ ମଧ୍ୟ ପ୍ରଧାନମନ୍ତ୍ରୀ ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ଼ ପକାଇବେ।













Click it and Unblock the Notifications