ବିଶ୍ୱ ନିବେଶକ ସମ୍ମିଳନୀର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ବିଶ୍ୱବ୍ୟାଙ୍କଠାରୁ ଆରମ୍ଭ କରି ଅନ୍ତର୍ଜାତିକ ସ୍ତରର ସବୁ ପ୍ରମୁଖ ଅନୁଷ୍ଠାନ ଭାରତକୁ ଅର୍ଥନୀତି କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ରଭାବେ ଘୋଷଣା କରୁଛନ୍ତି । ମଧ୍ୟପ୍ରଦେଶର ଭୋପାଳଠାରେ ବିଶ୍ଵ ନିବେଶକ ସମ୍ମିଳନୀର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଇତିହାସରେ ପ୍ରଥମଥର ପାଇଁ ସମଗ୍ର ବିଶ୍ଵ ଆଶାର ସହ ଭାରତକୁ ନଜର ପକାଉଛନ୍ତି । ବିଶ୍ୱବାସୀଙ୍କର ଏହି ବିଶ୍ଵାସ ଭାରତ ବାସୀଙ୍କର ଆତ୍ମବିଶ୍ଵାସ ବୃଦ୍ଧି କରିଛି ।

NARENDRA MODI

ବିକଶିତ ଭାରତରେ ବୟନଶିଳ୍ପ, ପର୍ଯ୍ୟଟନ ଓ ପ୍ରଯୁକ୍ତିବିଦ୍ୟା ଆଦି କ୍ଷେତ୍ର ସବୁଠାରୁ ଗୁରୁତ୍ବପୂ ପୂର୍ଣ୍ଣ ସାବ୍ୟସ୍ତ ହୋଇଛି । ଏହି କ୍ଷେତ୍ର ଗୁଡ଼ିକରେ ପାରମ୍ପରିକ ଦକ୍ଷତାକୁ ପ୍ରୋତ୍ସାହନ ପ୍ରଦାନ ସହିତ କୃଷି, ବୟନଶିଳ୍ପ, ଚିକିତ୍ସା କ୍ଷେତ୍ର ଭଳି ବିଭିନ୍ନ କ୍ଷେତ୍ର ଉପରେ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଖଣିଜ ସମ୍ପଦ ଏବଂ ଭିତ୍ତିଭୂମି ଦୃଷ୍ଟିରୁ ମଧ୍ୟପ୍ରଦେଶ ଦେଶର ଅନ୍ୟ ଶ୍ରେଷ୍ଠ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନିତ ହୋଇଥିବା ବେଳେ ପୁଞ୍ଜିନିବେଶ ପାଇଁ ପ୍ରଧାନମନ୍ତ୍ରୀ এই ଅବସରରେ ଆହ୍ବାନ ଦେଇ ଦଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+