ବର୍ଷା ପାଇଁ ଆସନ୍ତାକାଲିଠୁ ଏହି ରାଜ୍ୟରେ ବନ୍ଦ ରହିବ ସ୍କୁଲ
Gujrat Rain News: ଗୁଜୁରାଟରେ ପ୍ରବଳ ବର୍ଷା ପାଇଁ ମଙ୍ଗଳବାର ଅର୍ଥାତ୍ ଅଗଷ୍ଟ ୨୬ ତାରିଖରେ ସମସ୍ତ ପ୍ରାଥମିକ ବିଦ୍ୟାଳୟ ବନ୍ଦ ରହିବ। ରାଜ୍ୟ ଶିକ୍ଷା ମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି ।

All primary schools in Gujarat to remain closed tomorrow, due to heavy rainfall: State Education Minister Praful Pansheriya
— ANI (@ANI) August 26, 2024












Click it and Unblock the Notifications