Get Updates
Get notified of breaking news, exclusive insights, and must-see stories!

ଡାକ୍ତରମାନଙ୍କୁ ରାଷ୍ଟ୍ରପତିଙ୍କ ପରାମଶ, ସମାଜର ଗରିବ-ଅବହେଳିତ ଲୋକଙ୍କ ସ୍ୱାସ୍ଥ୍ୟସେବା ପ୍ରତି ହୁଅନ୍ତୁ ଅଧିକ ଯତ୍ନବାନ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପଶ୍ଚିମବଙ୍ଗର ନଦିଆ ଜିଲ୍ଲା ଅନ୍ତର୍ଗତ କଲ୍ୟାଣୀ ସ୍ଥିତ ଏମସ୍‍ର ସମାବର୍ତ୍ତନ ଉତ୍ସବରେ ଦିଖ୍ୟାନ୍ତ ଭାଷଣ ପ୍ରଦାନ କରିଛନ୍ତି । କଲ୍ୟାଣୀ ଏମସ୍‍ରୁ ଉତ୍ତୀର୍ଣ୍ଣ ସଫଳ ଡାକ୍ତରମାନେ ଗରିବ ତଥା ଅବହେଳିତ ଲୋକଙ୍କର ସ୍ୱାସ୍ଥ୍ୟସେବା ପ୍ରତି ଅଧିକ ଯତ୍ନବାନ ହେବା ଉପରେ ଶ୍ରୀମତୀ ମୁର୍ମୁ ଗୁରୁତ୍ୱାରୋପ କରିଛନ୍ତି ।

PRESIDENT

ରାଷ୍ଟ୍ରପତି ଆଜିଠାରୁ ତିନି ଦିନିଆ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ଗସ୍ତରେ ଯାଇଛନ୍ତି । ଶ୍ରୀମତୀ ମୁର୍ମୁ ଝାଡ଼ଖଣ୍ଡ ଦେଓଘର ସ୍ଥିତ ଏମସ୍‍ର ପ୍ରଥମ ସମାବର୍ତ୍ତନ ଉତ୍ସବରେ ମଧ୍ୟ ଯୋଗଦେବାର କାର୍ଯ୍ୟସୂଚୀ ରହିଛି । ପରେ ରାଷ୍ଟ୍ରପତି ଧାନବାଦ ଆଇ.ଆଇ.ଟି. - ଇଣ୍ଡିଆନ୍‍ ସ୍କୁଲ୍‍ ଅଫ୍‍ ମାଇନ୍ସର ୪୫ତମ ସମାବର୍ତ୍ତନ ସମାରୋହରେ ମଧ୍ୟ ଯୋଗଦେବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+