ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳା ୨୦୨୫କୁ ଉଦଘାଟନ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳା ୨୦୨୫ ଉଦଘାଟନ କରିଛନ୍ତି । ଚଳିତବର୍ଷ ପୁସ୍ତକ ମେଳାର ବିଷୟବସ୍ତୁ ରହିଛି "ଭାରତବାସୀ" । ୯ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପୁସ୍ତକ ମେଳା ରୁଷ୍ ଉପରେ ଗୁରୁତ୍ୱପ୍ରଦାନ କରାଯାଇଛି ।

ବିଶେଷକରି ଫ୍ରାନ୍ସ, ଆର୍ଜେଣ୍ଟିନା, ସ୍ପେନ୍, କଲମ୍ବିଆ, ଆବୁଧାବି ଓ କାତାର ସମେତ ୫୦ଟି ଦେଶ ଏଥିରେ ଅଂଶଗ୍ରହଣ କରିଛନ୍ତି । ଏହି ପୁସ୍ତକମେଳାରେ ୨ ହଜାର ପ୍ରକାଶକଙ୍କ ସମେତ ଏକହଜାର ବକ୍ତା ଯୋଗଦେଇଛନ୍ତି ।












Click it and Unblock the Notifications