17ରେ ଲଣ୍ଡନ ଯିବେ ରାଷ୍ଟ୍ରପତି ମୁର୍ମୁ, ବ୍ରିଟେନ ରାଣୀଙ୍କ ଅନ୍ତିମ ସଂସ୍କାରରେ ହେବେ ସାମିଲ
ବ୍ରିଟେନ ରାଣୀଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୋମବାର ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ସରକାରୀ ଅନ୍ତିମ ସଂସ୍କାର ଅନୁଷ୍ଠିତ ହେବ ।
ନୂଆଦିଲ୍ଲୀ: ବ୍ରିଟେନ ରାଣୀଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୋମବାର ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ସରକାରୀ ଅନ୍ତିମ ସଂସ୍କାର ଅନୁଷ୍ଠିତ ହେବ । ଭାରତ ସରକାରଙ୍କ ପକ୍ଷରୁ ସମବେଦନା ଜଣାଇବା ପାଇଁ ସେପ୍ଟେମ୍ବର 17 ରେ ଲଣ୍ଡନ ଗସ୍ତ କରିବେ ରାଷ୍ଟ୍ରପତି।














Click it and Unblock the Notifications