ସୁଧା ମୁର୍ତ୍ତୀ ଯିବେ ରାଜ୍ୟସଭା

Sudha Murthy: ଇନଫୋସିସ୍ ପ୍ରତିଷ୍ଠାତା ନାରାୟଣ ମୁର୍ତ୍ତୀଙ୍କ ପତ୍ନୀ ତଥା ସାମାଜିକ କର୍ମୀ ସୁଧା ମୁର୍ତ୍ତୀଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରାଯାଇଛି । ଏହି ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କୁ ସଂସଦରେ ସଫଳତାର କାମନା କରିଛନ୍ତି।

Sudha Murty

ପ୍ରାଧନମନ୍ତ୍ରୀ କହିଛନ୍ତି , ମୁଁ ଖୁସି ଯେ ଭାରତର ରାଷ୍ଟ୍ରପତି ସୁଧା ମୁର୍ତ୍ତୀଙ୍କୁ ରାଜ୍ୟସଭାକୁ ମନୋନୀତ କରିଛନ୍ତିନ। ସାମାଜିକ କାର୍ଯ୍ୟ, ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ସୁଧା ଜୀଙ୍କର ଅବଦାନ ଅତୁଳନୀୟ ଏବଂ ପ୍ରେରଣାଦାୟକ ଅଟେ। ରାଜ୍ୟସଭାରେ ତାଙ୍କର ଉପସ୍ଥିତି ଆମ ନାରୀ ଶକ୍ତିର ଏକ ଶକ୍ତିଶାଳି ପ୍ରମାଣ, ଯାହା ଆମ ଦେଶର ଭାଗ୍ୟ ଗଠନ କରିବାରେ ତାଙ୍କ ଶକ୍ତି ଏବଂ ସାମର୍ଥ୍ୟର ବଡ଼ ଉଦାହରଣ । ତାଙ୍କ ସଫଳ ସଂସଦୀୟ କାର୍ଯ୍ୟକାଳର ମୁଁ କାମନା କରୁଛି ।

ତେବେ ୧୯୮୧ ମସିହାରେ ଇନଫୋସିସର ଆରମ୍ଭ ସମୟରେ ସେ ସ୍ୱାମୀ ନାରାୟଣ ମୂର୍ତ୍ତିଙ୍କୁ ୧୦ ହଜାର ଟଙ୍କା ଋଣ ଦେଇଥିଲେ । ଏନେଇ ଏସ ସାକ୍ଷାତକାରରେ ସେ ନିଜେ ସୁଧା ମୁର୍ତ୍ତି କହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+