ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆସନ୍ତାକାଲିଠାରୁ ମେଘାଳୟ ଓଡ଼ିଶା ଗସ୍ତ ଆରମ୍ଭ
ରାଷ୍ଟ୍ରପ ଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ ମେଘାଳୟ ଓ ଓଡ଼ିଶା ଗସ୍ତ କରିବେ । ଏହି ଗସ୍ତ ଅବସରରେ ରାଷ୍ଟ୍ରପତି ମେଘାଳୟର ଉମିଆନ୍ସ୍ଥିତ ଉତ୍ତର-ପୂର୍ବ ପାର୍ବତ୍ୟାଞ୍ଚଳ ଭାରତୀୟ କୃଷି ଗବେଷଣା ପରିଷଦର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଉଦ୍ବୋଦନ ଦେବେ ।

ପରେ ଶ୍ରୀମତୀ ମୁର୍ମୁ ଆସନ୍ତା ୧୦ ତାରିଖ ଦିନ ଓଡ଼ିଶାର ଓଡ଼ିଶାର ଭୁବନେଶ୍ଵରଠାରେ ଆଜିଠାରୁ ଆରମ୍ଭ ହୋଇଥିବା ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମାରୋହର ଉଦ୍ଯାପନୀ ଅଧୁବେଶନରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାଛଡ଼ା ରାଷ୍ଟ୍ରପତି ଏହି ସମାରୋହରେ ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର ବିତରଣ କରିବେ ।












Click it and Unblock the Notifications