ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି

ତୃଣମୂଳ କଂଗ୍ରେସ- ଟିଏମସି ପ୍ରତିନିଧି ଦଳ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିବାକୁ ଚାହୁଥିଲେ। କିନ୍ତୁ ସମୟ ଅଭାବ ଦର୍ଶାଇ ରାଷ୍ଟ୍ରପତି ଭବନ ପକ୍ଷରୁ ମନା କରାଯାଇଛି। ଗତ ୭ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପଶ୍ଚିମବଙ୍ଗ ଗସ୍ତ ବେଳେ ପ୍ରୋଟୋକଲ୍ ଭଙ୍ଗ ଓ ରାଷ୍ଟ୍ରପତିଙ୍କୁ ଅସମ୍ମାନ ଅଭିଯୋଗ ନେଇ ରାଜନୈତିକ ମହଲରେ ତମ୍ବିତୋଫାନ ସୃଷ୍ଟି ହୋଇଥିଲା ।

ଏହାପରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବା ପାଇଁ ରାଷ୍ଟ୍ରପତି ଭବନ ପକ୍ଷରୁ ଟିଏମସି ପ୍ରତିନିଧିଙ୍କୁ ସମୟ ଦିଆନଯିବା ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ନିଆଯାଇଥିବା ଉନ୍ନୟନ ପଦକ୍ଷେପ ସମ୍ପର୍କରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅବଗତ କରିବା ପାଇଁ ଗତ ୯ ତାରିଖରେ ଟିଏସସ ଚିଠି ଲେଖି ସମୟ ମାଗିଥିଲା। ରାଷ୍ଟ୍ରପତି ଭବନ ପକ୍ଷରୁ ସମୟ ଦିଆ ନଯିବା ପରେ ପୁଣି ଅନୁରୋଧ କରି ଟିଏମସି ପକ୍ଷରୁ ଚିଠି ଲେଖାଯାଇଛି ।

TMC
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+