ଜମ୍ମୁ କାଶ୍ମୀରରୁ ୨ ଆତଙ୍କବାଦୀ ସହଯୋଗୀ ଗିରଫ କଲା ପୋଲିସ

ଜମ୍ମୁକାଶ୍ମୀରରେ ୨ ଆତଙ୍କୀ ସହଯୋଗୀଙ୍କୁ ଗିରଫ କଲେ ସୁରକ୍ଷାକର୍ମୀ । ସୋପିଆନ ଅଞ୍ଚଳରୁ ଏମାନଙ୍କୁ ଗିରଫ କରାଯାଇଛି । ଏମାନଙ୍କ ଠାରୁ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି । ଦୁଇଟି ପିସ୍ତଲ, ୪ଟି ଗ୍ରେନେଡ୍, ୪୩ଟି ଜୀବନ୍ତ ଗୁଳି ସହ ଅନ୍ୟ କିଛି ଜିନିଷ ଜବତ ହୋଇଛି । ଏନେଇ ମାମଲା ରୁଜୁ ହୋଇଛି । ଦୁଇ ଜଣଙ୍କୁ ଜେରା କରୁଛନ୍ତି ତଦନ୍ତକାରୀ ଅଧିକାରୀ ।

terrorist

ସ୍ଥାନୀୟ ଅଞ୍ଚଳରେ ଜୋରଦାର ତଲାସି କରାଯାଉଛି । ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ଘାଟିରେ ସୁରକ୍ଷାକୁ ଖୁବ୍ ଅଧିକ ବଢ଼ାଯାଇଛି । ଏହାସହ ଆତଙ୍କବାଦୀ ଓ ତାଙ୍କ ସହଯୋଗୀଙ୍କୁ ଖୋଜି ଖୋଜି ଧରୁଛନ୍ତି ସୁରକ୍ଷାକର୍ମୀ । ଏହାସହ ଏନକାଉଣ୍ଟରରେ ଆତଙ୍କବାଦୀଙ୍କୁ ନିପାତ କରାଯାଉଛି । ଗତ ସପ୍ତାହରେ ୨ଟି ଏନକାଉଣ୍ଟରରେ ୬ ଜଣ ଆତଙ୍କବାଦୀ ନିପାତ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+