ବିହାର ନିର୍ବାଚନ ସମୟରେ ଭାଙ୍ଗିଲେ ନିୟମ, ୨ ଜଣଙ୍କୁ ବାନ୍ଧିଲା ପୁଲିସ
RJDର ଅଭିଯୋଗ କ୍ରମେ ମୋତିହାରୀ ବୁଥ୍ରେ ୨ଗିରଫ । ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଉଭୟଙ୍କୁ ଗିରଫ କରାଯାଇଛି । ରାଷ୍ଟ୍ରୀୟ ଜନତା ଦଳ (RJD) ଅଭିଯୋଗ କରିବା ପରେ ବିହାରର ମୋତିହାରୀରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।

ଅଭିଯୋଗ ଅନୁସାରେ ବିଜେପି ପୋଲିଂ ଏଜେଣ୍ଟମାନେ ବୁଥ ଭିତରେ ଭୋଟରମାନଙ୍କୁ ଜାଣିଶୁଣି ବିଜେପି ନିର୍ବାଚନ ଚିହ୍ନ ଥିବା ଫଟୋ ଏବଂ ସ୍ଲିପ୍ ଦେଖାଉଥିଲେ । ଯାହାକୁ ଆଧାର କରି ୨ ଜଣଙ୍କୁ ଗିରଫ କରାଯାଇଛି ।












Click it and Unblock the Notifications