ପହଲଗାମ ଆତଙ୍କୀ ହମ୍‌ଲାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ; ୪୦ କୋଟି ଭାରତୀୟ ଆଶା ଓ ଆକାଂକ୍ଷାକୁ ପୂରଣ କରାଯିବ

ପହଲଗାମ ଆତଙ୍କୀ ହମ୍‌ଲାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ । କଳ୍ପନାଠୁ ବଡ଼ ଦଣ୍ଡ ଦିଆଯିବ କହିଲେ ପ୍ରଧାନମନ୍ତ୍ରୀ। ୧୪୦ କୋଟି ଭାରତୀୟ ଆଶା ଓ ଆକାଂକ୍ଷାକୁ ପୂରଣ କରାଯିବ। ଯେଉଁ ଭୂଖଣ୍ଡକୁ ଆତଙ୍କବାଦୀ ବ୍ୟବହାର କରୁଛନ୍ତି ଧ୍ବଂସ କରାଯିବ ।ଆତଙ୍କବାଦ ବିରୋଧରେ ଭାରତର ଲଢ଼େଇ ଜାରି ରହିବ ।

ଜାତୀୟ ପଞ୍ଚାୟତିରାଜ ଦିବସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ । ପହଲଗାମ ଆତଙ୍କୀ ହମ୍‌ଲାରେ ମୃତକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଜଣାଇଲେ ।
ଓମ୍‌ ଶାନ୍ତି କହି ଶ୍ରଦ୍ଧାଞ୍ଜଳି ଜଣାଇ ଅଭିଭାଷଣ ଆରମ୍ଭ କଲେ । ଗ୍ରାମାଞ୍ଚଳର ବିକାଶ ନେଇ ନିଆଯାଇଥିବା ପଦକ୍ଷେପ କଥା କହିଲେ ।
ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କୁ ୫୦% ସଂରକ୍ଷଣ ଦେବାରେ ବିହାର ପ୍ରଥମ । ଏହା ହିଁ ସାମାଜିକ ବିକାଶର ପ୍ରକୃତ ଉପାୟ କହିଲେ ପ୍ରଧାନମନ୍ତ୍ରୀ ।

PM warns on Pahalgam terror attack

ଏଥିପାଇଁ ସରକାର ମିଶନ ମୋଡ୍‌ରେ କାମ କରୁଛନ୍ତି । ବିହାରରେ ଏସ୍‌ଏଚ୍‌ଜି ମହିଳାଙ୍କୁ ୧ ହଜାର କୋଟି ସହାୟତା ଦିଆଯାଇଛି। ଗାଁରେ ଘର ଘରକୁ ପାଣି ଓ ଶୌଚାଳାୟ ବ୍ୟବସ୍ଥା କରାଯାଇଛି । ବିହାରରେ ୫୭ ଲକ୍ଷ ଗରିବ ପରିବାରକୁ ପକ୍କା ଘର ଦିଆଯାଇଛି।।
ଆଗାମୀ ଦିନରେ ଦେଶରେ ୩ କୋଟି ଗରିବଙ୍କୁ ପକ୍କା ଘର ମିଳିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+