Get Updates
Get notified of breaking news, exclusive insights, and must-see stories!

ଆସନ୍ତାକାଲି ସୌର୍ଯ୍ୟ ଯାତ୍ରାରେ ଅଂଶଗ୍ରହଣ କରିବା ସହ ଶ୍ରୀ ସୋମନାଥଙ୍କୁ ପୂଜାର୍ଚ୍ଚନା କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଦିନିଆ ଗୁଜରାଟ ଗସ୍ତରେ ଯାଇ ଆଜି ସୋମନାଥରେ ପହଞ୍ôଚଛନ୍ତି । ସେ ରାଜ୍ୟର ପ୍ରଭାସ ପାଟନରେ ପାଳିତ ହେଉଥିବା ସୋମନାଥ ସ୍ୱାଭିମାନ ପର୍ବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମ ୧୦୨୬ ମସିହାରେ ସୋମନାଥ ମନ୍ଦିର ଆକ୍ରମଣର ହଜାରେ ବର୍ଷ ଏବଂ ୧୯୫୧ ମସିହାରେ ସ୍ୱାଧୀନତା ପରବର୍ତ୍ତୀ ପୁନରୁଦ୍ଧାରର ୭୫ ବର୍ଷ ପୂରଣ କରୁଛି । ପ୍ରଧାନମନ୍ତ୍ରୀ ମନ୍ଦିର ପରିସରରେ ଓମ୍‍କାର ଜପରେ ଅଂଶଗ୍ରହଣ କରିବେ ।

narendra modi

ଏହା ପରେ ପ୍ରଭାସ ପାଟନ୍‍ର ଆକାଶରେ ଏକ ମନୋରମ ଡ୍ରୋନ୍‍ ଶୋ' ଅନୁଷ୍ଠିତ ହେବ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ସୌର୍ଯ୍ୟ ଯାତ୍ରାରେ ଅଂଶଗ୍ରହଣ କରି ଶ୍ରୀ ସୋମନାଥ ମହାଦେବଙ୍କୁ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି । ପରେ ପ୍ରଧାନମନ୍ତ୍ରୀ ସୋମନାଥରେ ଏକ ଜନସଭାକୁ ଉଦ୍‍ବୋଧନ ଦେବେ ଏବଂ ଭାଇବ୍ରାଣ୍ଟ ଗୁଜରାଟ୍‍ ଆଞ୍ଚଳିକ ସମ୍ମିଳନୀକୁ ଉଦ୍‍ଘାଟନ କରିବା ପାଇଁ ରାଜକୋଟ ଗସ୍ତ କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+