Get Updates
Get notified of breaking news, exclusive insights, and must-see stories!

ବାରଣାସୀରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଉଦ୍‍ଘାଟନ କରିବେ ୭୨ତମ ଜାତୀୟ ଭଲିବଲ୍‍ ଟୁର୍ଣ୍ଣାମେଣ୍ଟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବାରାଣସୀଠାରେ ୭୨ତମ ଜାତୀୟ ଭଲିବଲ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିବେ। ଚଳିତ ମାସ ୧୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ରାଜ୍ୟ ଏବଂ ଅନୁଷ୍ଠାନରୁ ଆସିଥିବା ୫୮ଟି ଦଳରୁ ୧ ହଜାରରୁ ଅଧିକ ଖେଳାଳି ଅଂଶଗ୍ରହଣ କରିବେ।

pm modi

ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଭଲିବଲ ପ୍ରତିଯୋଗିତା, କ୍ରୀଡ଼ାବିତ୍ ଏବଂ ଉଚ୍ଚମାନର ପ୍ରତିଭା ପ୍ରଦର୍ଶିତ ହେବ ବୋଲି ଆଶା କରାଯାଉଛି। ଏହି ଟୁର୍ଣ୍ଣାମେଣ୍ଟ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ସହରରେ କ୍ରୀଡ଼ା ବିକାଶକୁ ପ୍ରୋତ୍ସାହନ କରିବ। ସାଂସ୍କୃତିକ ଏବଂ କ୍ରୀଡା ପଦକ୍ଷେପ ଆୟୋଜନ କରିବାରେ ଏହି ଟୁର୍ଣ୍ଣାମେଣ୍ଟ ପ୍ରମୁଖ ଭୂମିକା ଗ୍ରହଣ କରିବା ଜାତୀୟ କାର୍ଯ୍ୟକ୍ରମର ଏକ ହବ୍ ଭାବରେ ସହରର ଆଭିମୁଖ୍ୟକୁ ବୃଦ୍ଧି କରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+