ବିକଶିତ ଭାରତ ପାଇଁ ପ୍ରଯୁକ୍ତିବିଦ୍ୟା ଓ ଅର୍ଥ ଶୀର୍ଷକ ବଜେଟ୍ ପରବର୍ତ୍ତୀ ୱେବିନାରକୁ ଆଜି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ଣରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ପାଇଁ ପ୍ରଯୁକ୍ତିବିଦ୍ୟା, ସଂସ୍କାର ଏବଂ ଅର୍ଥ ଶୀର୍ଷକ ବଜେଟ୍ ପରବର୍ତ୍ତି ୱେବିନାରକୁ ସମ୍ବୋଧନ କରିବେ । ସାର୍ବଜନୀନ ପୁଞ୍ଜିବିନିଯୋଗ, ଭିତ୍ତିଭୂମି ବିକାଶ, ବ୍ୟାଙ୍କିଙ୍ଗ କ୍ଷେତ୍ରରେ ସଂସ୍କାର, ପୁଞ୍ଜିବଜାରକୁ ଅଧିକ ସୁଦୃଢ଼ କରିବା ଏବଂ କର ସଂସ୍କାରମାଧ୍ୟମରେ ସହଜ ଜୀବନଶୈଳୀ ଉପରେ ୱେବିନାରରେ ଆଲୋଚନା ହେବ ।
୨୦୨୬-୨୭ କେନ୍ଦ୍ରୀୟ ବଜେଟ୍ରେ ରହିଥିବା ବିଭିନ୍ନ ପ୍ରସଙ୍ଗ ଆଧାରିତ ବଜେଟ୍ ପରବର୍ତ୍ତୀ ୱେବିନାର ଶୃଙ୍ଖଳାରେ ଏହା ହେବ ପ୍ରଥମ ୱେବିନାର ।













Click it and Unblock the Notifications