ବଢୁଛି ପିଏମ୍ ସୂର୍ଯ୍ୟ ଘର ଯୋଜନାର ଲୋକପ୍ରିୟତା: କୋଟିଏ ପଞ୍ଜୀକରଣ

PM Surya Ghar Yojana 2024: ବଢୁଛି ପିଏମ୍ 'ସୂର୍ଯ୍ୟ ଘର,ମାଗଣା ବିଜୁଳି' ଯୋଜନାର ଲୋକପ୍ରିୟତା । ଏକ ମାସ ମଧ୍ୟରେ ପଞ୍ଜୀକରଣ କଲେଣିଟି କୋଟିଏରୁ ଅଧିକ ପରିବାର । ଏନେଇ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଲେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ସେ ଖୁସିବ୍ୟକ୍ତ ମଧ୍ୟ କରିଛନ୍ତି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଫେବ୍ରୁଆରୀ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିଥିଲେ ।

ପ୍ରଧାନମନ୍ତ୍ରୀ ନିଜର ଏହି ପୋଷ୍ଟରେ ଲେଖିଛନ୍ତି, ଓଡ଼ିଶା, ତାମିଲନାଡୁ, ଉତ୍ତରପ୍ରେଦଶରୁ ପୃ୫ ଲକ୍ଷରୁ ଅଧିକ ଆବେଦନ ହୋଇଥିବା ବେଳେ ଆସାମ, ବିହାର,ଗୁଜୁରାଟ ଏବଂ ମହାରାଷ୍ଟ୍ରରୁ ମଧ୍ୟ ପଞ୍ଜୀକରଣ କରାଯାଇଛି । ତେବେ ଖୁବଶୀଘ୍ର ସମସ୍ତଙ୍କୁ ପଞ୍ଜୀକରଣ କରିବା ପାଇଁ ଅପିଲ କଲେ ମୋଦି ।

PM Surya Ghar Yojana

ସୂଚନାଥାଉ ଯେ, ଫେବ୍ରୁଆରୀ ୨୯ରେ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପିଏମ୍ ସୂର୍ଯ୍ୟ ଘର:ମାଗଣ ବିଜୁଳି ଯୋଜନା ଅନୁମୋଦନ ମିଳିଥିଲା । ଏହି ଯୋଜନା ଅଧିନରେ ଏକ କୋଟିରୁ ଅଧିକ ପିରବାରକୁ ୩୦୦ ୟୁନିଟ୍ ମାଗଣା ବିଜୁଳି ମିଳିବ । ଏହାସହ ବର୍ଷକୁ ୧୫ ହଜାର ସଞ୍ଜୟ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+