ଥାଇଲାଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ, ପ୍ରବାସୀ ଭାରତୀୟ କଲେ ଭବ୍ୟ ସ୍ଵାଗତ

ଥାଇଲ୍ୟାଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ ଆଜି ସକାଳେ ନୂଆଦିଲ୍ଲୀରୁ ବ୍ୟାଙ୍କକକୁ ଯାଇଥିଲେ । ଥାଇଲ୍ୟାଣ୍ଡରେ ଥିବା ଭାରତୀୟମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବ୍ୟାଙ୍କକ୍କୁ ଆସିବା ସମୟରେ ସ୍ୱାଗତ କରିବାକୁ ଅପେକ୍ଷା କରିଥିଲେ ।

Thailand

ପ୍ରଧାନମନ୍ତ୍ରୀ ମୋଦୀ ଏପ୍ରିଲ ୪ରେ ଅନୁଷ୍ଠିତ ହେବାକୁ ଥିବା ବିମଷ୍ଟ୍ରେକ୍ ସମ୍ମିଳନୀରେ ଯୋଗଦେବା ପାଇଁ ଥାଇଲ୍ୟାଣ୍ଡ ଗସ୍ତ କରିଛନ୍ତି । ଏହାପୂର୍ବରୁ ପୋଲିସ, ଡଗ ସ୍ବାର୍ଡ ବ୍ୟାଙ୍କକକ୍ ହୋଟେଲରେ ସୁରକ୍ଷା ଯାଞ୍ଚ କରିଥିଲା, ଯେଉଁଠାରେ ପ୍ରଧାନମନ୍ତ୍ରୀ ମୋଦୀ ଥାଇଲ୍ୟାଣ୍ଡ ଗସ୍ତ ସମୟରେ ଏପ୍ରିଲ ୪ରେ ହେବାକୁ ଥିବା ଷଷ୍ଠ ତମ ଶିଖର ସମ୍ମିଳନୀରେ ଯୋଗଦେବେ । ପ୍ରଧାନମନ୍ତ୍ରୀ ଶିନାୱାଟ ମନ୍ଦିର ପରିଦର୍ଶନ କରିବେ । ଏହି ସ୍ଥାନ ବୁଦ୍ଧଙ୍କ ବିଶାଳ ପ୍ରତିମୂର୍ତ୍ତି ପାଇଁ ପ୍ରସିଦ୍ଧ । ସମ୍ମିଳନୀରେ ଥାଇଲ୍ୟାଣ୍ଡ, ବାଂଲାଦେଶ, ଶ୍ରୀଲଙ୍କା, ନେପାଳ, ମିଆଁମାର ଏବଂ ଭୁଟାନର ନେତାମାନେ ଅଂଶଗ୍ରହଣ କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+