ଦିଲ୍ଲୀ-ମେରଠ ଆରଆରଟିଏସ ରାପିଡେକ୍ସ ରେଳକୁ ଉଦଘାଟନ କଲେ ମୋଦି

PM Narendra Modi flags off the RapidX train connecting Sahibabad to Duhai depot: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିଲ୍ଲୀ-ଗାଜିଆବାଦ-ମେରଟ ଆଞ୍ଚଳିକ ରାପିଡ୍ ଟ୍ରାଞ୍ଜିଟ୍ ସିଷ୍ଟମ୍ (ଆରଆରଟିଏସ୍) କରିଡରର ପ୍ରାଥମିକ ବିଭାଗର ଉଦଘାଟନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ 'ନମୋ ଭାରତ'ଟ୍ରେନ୍ ଗାଜିଆବାଦର ସାହିବାବଗପୁ ଦୁବାଇ ଡିରୋକୁ ଯିବ । ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକ୍ରମ ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ଏବଂ ଏନଏସଜି ଦୁଇ ଦିନ ପୂର୍ବରୁ ଏହି ସ୍ଥାନରେ ପହଞ୍ଚିଥିଲା ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଏହି ରାପିଡ୍ ଏକ୍ସ ଟ୍ରେନର ନାମ ନମୋ ଭାରତ ରଖାଯାଇଛି । ଏଠାରେ ଅନଲାଇନରେ ଆପଣ ଟିକେଟ୍ କିଣିପାରିବେ । ଉଦଘାଟନୀ କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜ୍ୟପାଳ ଆନନ୍ଦିବାନ୍ ପଟେଲ ମଧ୍ୟ ଉପସ୍ଥିତ ଥିଲେ, ଏହି ଦ୍ରୁତ ରେଳ ସାହିବାବାଦରୁ ଦୁହି ପର୍ଯ୍ୟନ୍ତ ଚାଲିବା ନେଇ ସୂଚନା ରହିଛି ।


'ନମୋ ଭାରତ'ଟ୍ରେନର ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ସ୍କୁଲ ପିଲାମାନଙ୍କ ସହ ଟ୍ରେନରେ ଯାତ୍ରା କରିଥିଲେ । ଆଉଆରଟିଏସର ପ୍ରଥମ ପର୍ଯ୍ୟାୟ ଉଦଘାଟନ ପରେ ସାହିବାବାଦରୁ ଦୁହାଇ ପର୍ଯ୍ୟନ୍ତ ୧୭ କିଲୋମିଚର ଦୀର୍ଘ ଟ୍ରାକରେ ରାପିଡ୍ ଏକ୍ସ ଟ୍ରେନ୍ ଚଳାଚଳ ଆରମ୍ଭ କରିବ । ଅକ୍ଟୋବର ୨୧ରୁ ସାଧାରଣ ଲୋକମାନେ ରାପିଡ୍ ଏକ୍ସ ଟ୍ରେନରେ ଯାତ୍ରା କରିପାରିବେ ।

PM Narendra Modi
ସୂଚନାଥାଉ ଯେ, ଦିଲ୍ଲୀ-ଦାଜିଆବାଦ-ମେରଠ ଆରଆରଟିଏସ୍ କରିଡରର ୧୭ କିଲୋମିଟର ପ୍ରାଥମିକତା ସେକ୍ସନ ଅକ୍ଟୋବର ୨୧ ତାରିଖରୁ ଯାତ୍ରୀମାନଙ୍କ ପାଇଁ ଖୋଲାଯିବା ନେଇ ସୂଚନା ରହିଛି । ଏହା ୮୨ କିଲୋମିଟର ଦୀର୍ଘ ଦିଲ୍ଲୀ-ମେରଟ-ଗାଜିଆବାଦ କରିଡରରେ ୧୭ କିଲୋମିଟରର ପ୍ରାଥମିକତା ସେକ୍ସନ ଦୁହାଇ-ସାହିବାବାଦ ମଧ୍ୟରେ ଟ୍ରେନ୍ ଚଳାଚଳ କରିବ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+