Get Updates
Get notified of breaking news, exclusive insights, and must-see stories!

ଫେବୃଆରୀ ୧୦ରେ ମୋଦିଙ୍କ 'ପରୀକ୍ଷା ପେ ଚର୍ଚ୍ଚା'

Pariksha Pe Charcha: ପରୀକ୍ଷା ପେ'ଚର୍ଚ୍ଚା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେଇଥାନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏଥିସହ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଉପଦେଶ ଦେଇଥାନ୍ତି । ଉଚ୍ଚଧରଣର ଟିପ୍ସ ଦେଇ ସେ ପିଲାଙ୍କୁ ଉତ୍ସାହିତ କରିବା ସହ ଚିନ୍ତା ମୁକ୍ତ ହୋଇ ପରୀକ୍ଷା ଦେବା ପାଇଁ ମଧ୍ୟ ମୋଦି ପ୍ରେରଣା ଯୋଗାଇ ଥାନ୍ତି ।

ଚଳିବ ବର୍ଷ ଫେବ୍ରୁଆରୀ ୧୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ । ଫେବ୍ରୁଆରୀ ୧୦ ତାରିଖ ସକାଳ ୧୧ଟା ସମୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । ଏଥିରେ ସାରା ଦେଶର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ ମୋଦି । ଏହି କାର୍ଯ୍ୟକ୍ରମ ଦୂରଦର୍ଶନ ସମେତ ଅନେକ ଅନଲାଇନ୍ ପ୍ଲାଟଫର୍ମରେ ପ୍ରସାରିତ ହେବ । ସେହିପରି ଏଥର ୩୬ ଜଣ ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହ ସିଧାସଳଖ କଥା ହେବାର ମୌକା ପାଇବେ ।

Pariksha Pe Charcha

ପୂର୍ବରୁ ପ୍ରଧାନମନ୍ତ୍ରୀ କହିଥିଲେ କାହା ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଉଚିତ୍ ନୁହେଁ, କେବଳ ନିଜ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ଉଚିଚ୍ । କାହାକୁ ଘୃଣା କରିବାର କୌଣସି ଆବଶ୍ୟକତା ନାହିଁ । ଯଦି ଏପରି ମାନସିକତା ଜାରି ରହେ ତେବେ ତୁମେ ନିଜଠୁ ଅଧିକ ଚତୁର ବ୍ୟକ୍ତିଙ୍କ ସହିତ ବନ୍ଧୁତା କରି ପାରିବ ନାହିଁ । ସେ ଆହୁରି କହିଛନ୍ତି ପିତାମାତା ମାନେ ନିଜ ଛୁଆ ମାନଙ୍କ ତୁଳନା ଅନ୍ୟ ସହ କରିବା ଉଚିତ ନୁହେଁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+