Get Updates
Get notified of breaking news, exclusive insights, and must-see stories!

ପ୍ରଧାନମନ୍ତ୍ରୀ ମୋଦି ଦେଖିଲେ‘ଦ ସାବରମତି ରିପୋର୍ଟ’

ନୂଆଦିଲ୍ଲୀ: ସଂସଦର ବାଲ୍‌ଯୋଗୀ ଅଡିଟୋରିୟମରେ ସୋମବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକ୍ରାନ୍ତ ମେସିଙ୍କ ଅଭିନୀତ ଚଳଚ୍ଚିତ୍ର 'ଦ ସାବରମତି ରିପୋର୍ଟ' ଦେଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ଏନ୍‌ଡିଏର ଏମ୍‌ପିମାନେ ମଧ୍ୟ ଏହି ଚଳଚ୍ଚିତ୍ର ଦେଖିଛନ୍ତି। ଏନେଇ ସ୍ପେଶାଲ ସ୍କ୍ରିନିଂର ବ୍ୟବସ୍ଥା କରାଯାଇଥିଲା। ଏହି ଅବସରରେ ଫିଲ୍ମର ମୁଖ୍ୟ ଅଭିନେତା ବିକ୍ରାନ୍ତ ମେସି ମଧ୍ୟ ଉପସ୍ଥିତ ଥିଲେ।

PM Modi To Watch Vikrant Massey Starrer The Sabarmati Report

ସୂଚନାଯୋଗ୍ୟ, ଚଳଚ୍ଚିତ୍ରଟି ନ୍ୟାୟ ବ୍ୟବସ୍ଥା, ସମାଜ ଏବଂ ବ୍ୟକ୍ତିଗତ ସଂଘର୍ଷକୁ ଗତିଶୀଳ କରିଛି। ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଏହି ଚଳଚ୍ଚିତ୍ରର ପ୍ରଶଂସା କରିଥିଲେ ଏବଂ ଏହାକୁ ସମାଜ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଫେବୃଆରୀ ୨୦୦୨ରେ ଘଟିଥିବା ଗୋଧ୍ରା ଘଟଣାର ସତ୍ୟତା ଏବଂ ଗଣମାଧ୍ୟମର ଭୂମିକା ଉପରେ ଆଧାରିତ ହୋଇଛି ଫିଲ୍ମ 'ଦ ସାବରମତି ରିପୋର୍ଟ'।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+