ଆଜି ମହିଳାଙ୍କ ଆକାଉଣ୍ଟକୁ ଯିବ ଲକ୍ଷପତି ଦିଦି ଟଙ୍କା, ଉପକୃତ ହେବେ ୪୮ ଲକ୍ଷ ମହିଳା

PM Modi: ଆଜି ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ ଲକ୍ଷପତି ଦିଦି ଟଙ୍କା । ଉପକୃତ ହେବେ ଦେଶର ୪ ଲକ୍ଷ ୩୦ ହଜାର ସ୍ୱୟଂ ସହାୟିତା ଗ୍ରୁପର ୪୮ ଲକ୍ଷ ମହିଳା । ୨୫ ଶହ କୋଟିର ଅର୍ଥରାଶି ମଞ୍ଜୁର କରିବେ ପ୍ରଧାନମନ୍ତ୍ରୀ ମୋଦି । ଆଜି ମହାରାଷ୍ଟ୍ର ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ମହିଳାମାନଙ୍କୁ ଏହି ବଡ ଉପହାର ଦେବାକୁ ଯାଉଛନ୍ତି। ତେବେ ୧୧ ଲକ୍ଷ ନୂଆ ଲକ୍ଷପତି ଦିଦିଙ୍କ ସହ ମୋଟ ୪୮ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଅର୍ଥ ରାଶି ପଠାଇବେ ।

Lakhpati Didi

ସେହିପରି ୨୬ ଲକ୍ଷ ମହିଳାଙ୍କୁ ୫ ହଜାର ତୋଟିର ଋଣ ରାଶି ମଧ୍ୟ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ । ପ୍ରାୟ ୨ ଲକ୍ଷ ୩୩ ହଜାର ସ୍ୱୟଂ ସହାୟକ ଗ୍ରୁପ ଉପକୃତ ହେବେ । ତେବେ ଏହି ଯୋଜନା ଆରମ୍ଭ ହେବାଠାରୁ ଏପର୍ଯ୍ୟନ୍ତ ୧ କୋଟିରୁ ଅଧିକ ମହିଳା ଉପକୃତ ହେଲେଣି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+