ଆସନ୍ତାକାଲି କ୍ରୋଏସିଆ ଯିବେ ପିଏମ୍ ମୋଦୀ

ବର୍ଦ୍ଧିତ ଭାରତୀୟ ପ୍ରବାସୀଙ୍କ ପାଇଁ କ୍ରୋଏସିଆ ଏକ ନୂତନ କେନ୍ଦ୍ର ଭାବେ ଉଭା ହୋଇଛି । ଏହି କେନ୍ଦ୍ରୀୟ ଏବଂ ଦକ୍ଷିଣ-ପୂର୍ବ ୟୁରୋପୀୟ ଦେଶରେ ଭାରତୀୟ ସଂପ୍ରଦାୟ ସଂଖ୍ୟାରେ କମ୍‍ ହୋଇଥିଲେ ମଧ୍ୟ ସେମାନଙ୍କର ଶକ୍ତିଶାଳୀ ସାଂସ୍କୃତିକ ଉପସ୍ଥିତି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି କ୍ରୋଏସିଆର ରାଜଧାନୀ ଜାଗ୍ରେବ୍‍ ରେ ପହଁଞ୍ଚିବେ।

PM Modi

ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କ୍ରୋଏସିଆକୁ ଏହା ପ୍ରଥମ ଗସ୍ତ ହେବ । ଭାରତୀୟ ପ୍ରବାସୀ ଏବଂ ଜାଗ୍ରେବ୍‍ରେ ଭାରତର ଶୁଭେଚ୍ଛୁମାନେ ସହୃଦୟତାର ସହ ପ୍ରଧାନମନ୍ତ୍ରୀଙ୍କୁ ଅପେକ୍ଷା କରିଛନ୍ତି ଏବଂ ଦୁଇଦେଶ ମଧ୍ୟରେ ସଂପର୍କ ଦୃଢ଼ ହେବ ବୋଲି ଆଶା ରଖିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଉଭୟ ଦେଶର ସଂପର୍କକୁ ଦୃଢ଼ କରିବା ବୋଲି ଜାଗ୍ରେବର ଜଣେ ରେଷ୍ଟୁରାଣ୍ଟ କର୍ମଚାରୀ ଅଭିଷେକ ଚୌହାନ ଆଶା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+