ସନ୍ଧ୍ୟାରେ ତିନି ସେନା ସହ ବଡ ବୈଠକ

PM Modi: ଜମ୍ମୁ କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣକୁ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ବସିବ । ଯେଉଁଥିରେ ତିନୋଟି ବାହିନୀର ମୁଖ୍ୟମାନେ ମଧ୍ୟ ଉପସ୍ଥିତ ରହିବେ । ପ୍ରଧାନମନ୍ତ୍ରୀ ମୋଦି ଆଜି ସନ୍ଧ୍ୟାରେ CCS ବୈଠକରେ ଯୋଗଦେବେ । ଏହି ବୈଠକରେ ପହଲଗାମ ଆକ୍ରମଣକୁ ନେଇ ଆଲୋଚନା ହେବେ ଏବଂ ନିପାତ କରିବା ପାଇଁ ମଧ୍ୟ ଆଲୋଚନା କରାଯିବ ।

PM Modi

ସୂଚନା ଅନୁସାରେ, ପ୍ରତିରକ୍ଷା ମନ୍ତ୍ରାଣାଳୟର ବୈଠକ ପ୍ରାୟ ସାଢେ ତିନି ଘଣ୍ଟା ଧରି ଚାଲିଥିଲା । ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ତିନି ସଶସ୍ତ୍ର ବାହିନୀର ମୁଖ୍ୟ ମଧ୍ୟ ଉପସ୍ଥିତ ଥିଲେ । ଏହି ବୈଠକରେ କରାଯାଇଥିବା ଯୋଜନା ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ମୁଖରେ ଉପସ୍ଥାପନା କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+