PM Modi Oath Ceremony : ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଲେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ଲାଗି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରବିବାର ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ଏହି ଶପଥ ପାଠ ସମାରୋହରେ ଦେଶ ତଥା ବିଦେଶରୁ ବହୁ ଅତିଥି ଯୋଗ ଦେଇଛନ୍ତି। ଏହା ସହିତ ଲଗାତାର ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାରେ ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ୍ ଜବାହାରଲାଲ ନେହେରୁଙ୍କୁ ରେକର୍ଡ ସହ ସମକକ୍ଷ ହୋଇଛନ୍ତି ।

Narendra modi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ରେ ପ୍ରଥମ ଥର ଓ ୨୦୧୯ରେ ଦ୍ବିତୀୟ ଥର ବନିଥିଲେ ପିଏମ୍ । ୨୦୦୧ ରୁ ୨୦୧୪ ଯାଏଁ ଗୁଜରାଟ ମୁଖ୍ୟମନ୍ତ୍ରୀ ବି ଥିଲେ । ମୋଦି ୧୦ ବର୍ଷର ପ୍ରଧାନମନ୍ତ୍ରିତ୍ବ ଭିତରେ ନେଇଛନ୍ତି ଅନେକ ବଡ଼ ନିଷ୍ପତ୍ତି । ସ୍ବଚ୍ଛ ଭାରତ, GST, ବିମୁଦ୍ରୀକରଣ, ଧାରା ୩୭୦ ଉଚ୍ଛେଦ, CAA ଆତ୍ମନିର୍ଭର ଭାରତ ଓ ମେକ୍-ଇନ୍-ଇଣ୍ଡିଆକୁ ଦେଇଛନ୍ତି ଗୁରୁତ୍ବ । ପାକିସ୍ତାନରେ ସର୍ଜିକାଲ୍ ଷ୍ଟ୍ରାଇକ୍ ଓ ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ମୋଦିଙ୍କ ନେତୃତ୍ବରେ ବିଶ୍ବ ସ୍ତରରେ ବଢ଼ିଛି ଭାରତର ଦବ୍ ଦବା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+