ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତା ଜାତୀୟ ବିଜ୍ଞାନ ଦିବସକୁ ବୈଜ୍ଞାନିକ ଢ଼ଙ୍ଗରେ ପାଳନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

ଆସନ୍ତା ୨୮ ତାରିଖରେ ଜାତୀୟ ବିଜ୍ଞାନ ଦିବସ ପାଳନ ଅବସର ରରେ ବୈଜ୍ଞାନିକ ଢ଼ଙ୍ଗରେ ଏହି ଦିବସକୁ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି । ଗବେଷଣା ପରୀକ୍ଷାଗାର,ପ୍ଲାନେଟୋରିୟମ କିମ୍ବା ମହାକାଶ କେନ୍ଦ୍ର ପରିଦର୍ଶନ କରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି । ସେହିଭଳି ମାର୍ଚ୍ଚ ମାସ ୮ ତାରିଖରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ପ୍ରେରଣାଦାୟୀ ମହିଳାଙ୍କୁ ଗୋଟିଏ ଦିନ ପାଇଁ ପ୍ରଧାନମନ୍ତ୍ରୀଙ୍କ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ବ୍ୟବହାର କରିବାର ସୁଯୋଗ ପ୍ରଦାନ କରାଯିବ ବୋଲି ଶ୍ରୀ ମୋଦୀ ଘୋଷଣା କରିଛନ୍ତି ।

PM Modi

ଇଚ୍ଛୁକ ମହିଳା ନମୋ ଆପ୍‌ରେ ଗଠିତ ସ୍ୱତନ୍ତ୍ର ଫୋରମ୍ ମାଧ୍ୟମରେ ନିଜର କାର୍ଯ୍ୟ ଏବଂ ଅନୁଭୂତି ନେଇ ସୂଚନା ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି । ବିଶ୍ୱ ସ୍ଵାସ୍ଥ୍ୟ ସଂଗଠନ ଅନୁଯାୟୀ ୨୦୨୨ରେ ସମଗ୍ର ବିଶ୍ଵରେ ୨୫୦କୋଟି ଲୋକଙ୍କର ଓଜନ ଅଧିକ ଥିଲା । ଏହି ପରିସଂଖ୍ୟାନ ଆଧାରରେ ପ୍ରଧାନମନ୍ତ୍ରୀ କ‌ହିଛନ୍ତି ମୋଟାପଣ ଅନେକ ପ୍ରକାର ସମସ୍ୟା ଏବଂ ରୋଗର କାରଣ ହୋଇଥାଏ । ପ୍ରତି ମାସରେ ୧୦ ପ୍ରତିଶତ ତେଲ କମ୍ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଛନ୍ତି । ଖାଦ୍ୟ ଅଭ୍ୟାସରେ ଛୋଟ ଛୋଟ ପରିବର୍ତ୍ତନ ଆଣି ଲୋକମାନେ ନିଜକୁ ସୁସ୍ଥ ରଖୂପାରିବେ ବୋଲି ଶ୍ରୀ ମୋଦୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+